ETV Bharat / bharat

ସନ୍ତରଣକାରୀଙ୍କ ଗାଁ ପୁରେଇ; ଦୁର୍ଗରୁ ଅଲମ୍ପିକରେ ଖେଳିବା ସ୍ବପ୍ନ - ଅଲମ୍ପିକ

ଛତିଶଗଡର ଦୁର୍ଗ ଜିଲ୍ଲା ମୁଖ୍ୟାଳୟଠାରୁ 12 କିଲୋମିଟର ଦୂରରେ ଅବସ୍ଥିତ ପୁରଇ ଗ୍ରାମକୁ ଆଜି ସନ୍ତରଣକାରୀଙ୍କ ଗାଁ ଭାବେ ବେଶ ପରିଚିତ । କାରଣ ଏହି ଗାଁର ପ୍ରତ୍ୟେକ ଘରେ ଘରେ ଅଛନ୍ତି ଜଣେ ଜଣେ ସନ୍ତରଣକାରୀ ।

ରାଜ୍ୟ ଓ ଦେଶ ପାଇଁ ଜିତିଛନ୍ତି ଏନେକ ମେଡାଲ
ରାଜ୍ୟ ଓ ଦେଶ ପାଇଁ ଜିତିଛନ୍ତି ଏନେକ ମେଡାଲ
author img

By

Published : Mar 25, 2021, 2:01 PM IST

ଦୁର୍ଗ: ଏକ ଛୋଟ ଅଞ୍ଚଳର ଗାଁ ପୋଖରୀରୁ ସନ୍ତରଣରେ ପ୍ରଶିକ୍ଷଣ ନେଇ ଜାତୀୟ ସ୍ତରରେ ଜିତୁଛନ୍ତି ମେଡାଲ । ଛତିଶଗଡର ଦୁର୍ଗ ଜିଲ୍ଲା ମୁଖ୍ୟାଳୟଠାରୁ 12 କିଲୋମିଟର ଦୂରରେ ଅବସ୍ଥିତ ପୁରଇ ଗ୍ରାମକୁ ଆଜି ସନ୍ତରଣକାରୀଙ୍କ ଗାଁ ଭାବେ ବେଶ ପରିଚିତ । କାରଣ ଏହି ଗାଁର ପ୍ରତ୍ୟେକ ଘରେ ଘରେ ଅଛନ୍ତି ଜଣେ ଜଣେ ସନ୍ତରଣକାରୀ । ଯେଉଁମାନେ ଏକ ଛୋଟ ପୋଖରୀରୁ ପ୍ରଶିକ୍ଷଣ ନେଇ ନିଜ ରାଜ୍ୟ ଓ ଦେଶ ପାଇଁ ଜିତିଛନ୍ତି ଏନେକ ମେଡାଲ ।

ରାଜ୍ୟ ଓ ଦେଶ ପାଇଁ ଜିତିଛନ୍ତି ଏନେକ ମେଡାଲ
ରାଜ୍ୟ ଓ ଦେଶ ପାଇଁ ଜିତିଛନ୍ତି ଏନେକ ମେଡାଲ

ଏମାନେ ଏବେ ଅଲମ୍ପିକରେ ଖେଳିବାକୁ ସ୍ବପ୍ନ ଦେଖୁଛନ୍ତି । ଆଉ ନିଜର କଠିନ ପରିଶ୍ରମ କରି ପ୍ରଶିକ୍ଷଣ ନେଉଛନ୍ତି । ସକାଳ ଓ ସଂନ୍ଧ୍ୟାରେ ଏଠାରେ ଥିବା ପିଲାମାନେ ପୋଖରୀରେ ପହଁରିବାର କୌଶଳ ଶିଖନ୍ତି । ଏଠାରେ ଥିବା କୁନି କୁନି ସନ୍ତରଣକାରୀମାନେ ନିଜ ପ୍ରଦେଶ ସମେତ ଜାତୀୟ ସ୍ତରରେ ମଧ୍ୟ ସେମାନଙ୍କ ପ୍ରତିଭା ଦେଖାଇଛନ୍ତି ଆଉ ମେଡାଲ ଜିତିଛନ୍ତି ।

ଏହି ଗାଁର ପ୍ରାୟ 80 ଜଣ ପିଲା ଡୋଙ୍ଗିଆ ପୋଖରୀରେ ପହଁରିବା ପ୍ରଶିକ୍ଷଣ ନେଉଛନ୍ତି । ଯାହାକୁ ଓମ ଓଝା ନାମକ ଜଣେ ଯୁବ କୋଚ ଚଳାଉଛନ୍ତି । ପିଲାଙ୍କର ଏହି ପ୍ରତିଭା ଦେଖି ଇଣ୍ଡିଆ ସ୍ପୋର୍ଟସ୍ ଅଥରିଟି ଟିମ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଯଦି ସରକାରୀ ସ୍ତରରରେ କିଛି ପ୍ରୋତ୍ସାହନ ମିଳନ୍ତା, ତେବେ ଆଗାମୀ ଦିନରେ ଛତିଶଗଡର ନାଁ ସାରା ଦେଶ ପାଇଁ ଗୌରବ ଆଣିପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.