ETV Bharat / bharat

Mumbai Covid XE Variant: ଗଣମାଧ୍ୟମ ରିପୋର୍ଟକୁ ଖଣ୍ଡନ କଲେ ସରକାର - ନୂଆ ଭୂତାଣୁ ମାମଲା

ମୁମ୍ବାଇରେ କୋଭିଡ-19 ନୂା ଭାରିଆଣ୍ଟ XE ର ଚିହ୍ନଟ ରିପୋର୍ଟକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଖଣ୍ଡନ । ଅପରାହ୍ନରେ ନୂଆ ଭୂତାଣୁ ନେଇ ହୋଇଥିଲା ଖବର ପ୍ରସାରଣ। ଅଧିକ ପଢନ୍ତୁ

Mumbai Covid XE Variant: ଗଣମାଧ୍ୟମ ରିପୋର୍ଟକୁ ଖଣ୍ଡନ କଲେ ସରକାର

author img

By

Published : Apr 6, 2022, 10:57 PM IST

ନୂଆଦିଲ୍ଲୀ: ମୁମ୍ବାଇରେ କୋଭିଡ-19ର ନୂଆ ଭାରିଆଣ୍ଟ XE ର ଚିହ୍ନଟ ରିପୋର୍ଟକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି (ବୁଧବାର) ଖାରଜ କରିଦେଇଛି । ବର୍ତ୍ତମାନର 'XE' ପ୍ରଜାତି ବୋଲି ସୂଚିତ ହେଉନାହିଁ ବୋଲି କହିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

  • Present evidence doesn't suggest that it's 'XE' variant. FastQ files of the sample, being said to be 'XE' variant was analysed by INSACOG genomic experts who inferred that genomic constitution of this variant doesn't correlate with genomic picture of 'XE' variant:Official sources

    — ANI (@ANI) April 6, 2022 " class="align-text-top noRightClick twitterSection" data=" ">

ଆଜି ସଂନ୍ଧ୍ୟାରେ ନୂଆ ପ୍ରଜାତି ଚିହ୍ନଟ ହୋଇଥିବା ନେଇ ଖବର ପ୍ରସାରିତ ହେବା ପରେ ଚିନ୍ତା ବୃଦ୍ଧି ପାଇଥିଲା । ତେବେ ନୂଆ ଭ୍ୟାରିଏଣ୍ଟ ଖୁବ ଦ୍ରୁତ ସଂକ୍ରମଣଶୀଳ ବୋଲି ତଥ୍ୟ ପ୍ରକାଶ ପାଇବା ପରେ ପୁଣି ସଂକ୍ରମଣ ବଢିବା ନେଇ ଭୟ ମଧ୍ୟ ଆରମ୍ଭ ହୋଇଥିଲା । ତାର ମାତ୍ର କିଛି ଘଣ୍ଟା ମଧ୍ୟରେ ସରକାରୀ ଭାବେ ଏହା ସେପରି କିଛି ନୁହେଁ ବୋଲି ସ୍ପଷ୍ଟ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.