ରାୟପୁର: ଛତିଶଗଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ 20 ଟି ଆସନ ପାଇଁ ଆଜି ଭୋଟ ଗ୍ରହଣ କରାଯାଉଛି । ନିର୍ଦ୍ଧାରିତ ସମୟ ଅପରାହ୍ନ 3 ଟା ସୁଦ୍ଧା ଅତିସମ୍ବେଦନଶୀଳ ଶ୍ରେଣୀଭୁକ୍ତ 10 ଟି ଆସନରେ ମତଦାନ ଶେଷ ହୋଇଛି । କଡା ସୁରକ୍ଷା ମଧ୍ୟରେ ବାଲାଟ ବକ୍ସ ଓ ଇଭିଏମକୁ ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତରିତ କରାଯାଉଛି । ଅବଶିଷ୍ଟ 10 ଆସନରେ ଏବେ ସ୍ବାଭାବିକ ସମୟ ଅନୁସାରେ, ମତଦାନ ଜାରି ରହିଛି । ଯାହା ସଂଧ୍ୟା 7ଟାରେ ଶେଷ ହେବ । ମତଦାନ ଶେଷ ହୋଇଥିବା 10 ଆସନ ମଧ୍ୟରେ ମୋହଲା, ମନପୁର, ଆନ୍ତାଗଡ, ଭାନୁପ୍ରତାପୁର, କାଙ୍କେର, କେଶକଲ, କୋଣ୍ଡାଗାଓଁ, ନାରାୟଣପୁର, ଦନ୍ତେୱାଡା, ବିଜାପୁର ଏବଂ କୋଣ୍ଟା ବିଧାନସଭା ଆସନ ରହିଛି । ଏହି ସବୁ ଆସନରେ କଡା ସୁରକ୍ଷା ମଧ୍ୟରେ ସକାଳ 7 ଟାରୁ ମତଦାନ ଆରମ୍ଭ ହୋଇଥିଲା ।
-
#WATCH | Voters stand in a queue outside a polling booth in the Sukma Assembly Constituency to cast their votes for the Chhattisgarh Assembly elections 2023. pic.twitter.com/7OVHn0cCEl
— ANI (@ANI) November 7, 2023 " class="align-text-top noRightClick twitterSection" data="
">#WATCH | Voters stand in a queue outside a polling booth in the Sukma Assembly Constituency to cast their votes for the Chhattisgarh Assembly elections 2023. pic.twitter.com/7OVHn0cCEl
— ANI (@ANI) November 7, 2023#WATCH | Voters stand in a queue outside a polling booth in the Sukma Assembly Constituency to cast their votes for the Chhattisgarh Assembly elections 2023. pic.twitter.com/7OVHn0cCEl
— ANI (@ANI) November 7, 2023
ତେବେ ଅବଶିଷ୍ଟ 10 ଟି ଆସନରେ ଏବେ ମଧ୍ୟ ଭୋଟଗ୍ରହଣ ଜାରି ରହିଛି । ଏଠାରେ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ମତଦାନ ହେବ । ଏହି 10 ଟି ଆସନ ଆସନଗୁଡ଼ିକ ହେଉଛି ପାଣ୍ଡାରିଆ, କାୱାର୍ଦ୍ଦା, ଖାଇରାଗଡ, ଡୋଙ୍ଗରଗଡ, ରଜନନ୍ଦଗାଓଁ, ଡୋଙ୍ଗରଗାଓଁ, ଖୁଜଜୀ, ବସ୍ତର, ଜଗଦଲପୁର ଓ ଚିତ୍ରକୁଟ ବିଧାନସଭା ମଣ୍ଡଳୀ । ଛତିଶଗଡର ପ୍ରଥମ ପର୍ଯ୍ୟାୟ ଭୋଟିଂରେ 20 ଟି ଆସନରେ ମତଗ୍ରହଣ କରାଯାଉଛି । ଅପରାହ୍ନ 1 ଟା ସୁଦ୍ଧା ସଂଗୃହିତ ରେକର୍ଡ ଅନୁସାରେ, 44.55 ପ୍ରତିଶତ ମତଦାନ ହୋଇଛି ।
-
Voters stand in a queue to cast their votes at a model polling station in Sarona under Kanker Assembly Constituency.#ChhattisgarhElection2023 pic.twitter.com/jS2Av7Xmbt
— ANI (@ANI) November 7, 2023 " class="align-text-top noRightClick twitterSection" data="
">Voters stand in a queue to cast their votes at a model polling station in Sarona under Kanker Assembly Constituency.#ChhattisgarhElection2023 pic.twitter.com/jS2Av7Xmbt
— ANI (@ANI) November 7, 2023Voters stand in a queue to cast their votes at a model polling station in Sarona under Kanker Assembly Constituency.#ChhattisgarhElection2023 pic.twitter.com/jS2Av7Xmbt
— ANI (@ANI) November 7, 2023
ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମୋଟ 20 ଆସନରେ 223 ଜଣ ପ୍ରାର୍ଥୀ ମୈଦାନରେ ରହିଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମୋଟ 5,304 ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି । ଏହି ପର୍ଯ୍ୟାୟରେ 40,78,681 ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି । ସେମାନଙ୍କ ମଧ୍ୟରେ 19,93937 ପୁରୁଷ ଓ 20,84675 ମହିଳା ଭୋଟର ରହିଛନ୍ତି । ଏହି ନିର୍ବାଚନରେ 69 ଟ୍ରାନ୍ସଜେଣ୍ଡର ସେମାନଙ୍କର ଭୋଟ ଅଧିକାର ମଧ୍ୟ ସାବ୍ୟସ୍ତ କରିବା ପାଇଁ ପଞ୍ଜୀକୃତ ହୋଇଥିଲେ । 25,249 ପୁଲିଂ କର୍ମଚାରୀ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ବେଳେ 2431 ବୁଥରେ ଭୋଟ୍ ଦେବାର ୱେବ୍ କାଷ୍ଟିଂ କରାଯାଇଥିଲା ।
-
#WATCH | Chhattisgarh elections | Voters queue up outside a polling booth in Kondagaon as they await their turn to cast a vote in the first phase of Assembly elections.#ChhattisgarhElection2023 pic.twitter.com/p699iWnbpT
— ANI (@ANI) November 7, 2023 " class="align-text-top noRightClick twitterSection" data="
">#WATCH | Chhattisgarh elections | Voters queue up outside a polling booth in Kondagaon as they await their turn to cast a vote in the first phase of Assembly elections.#ChhattisgarhElection2023 pic.twitter.com/p699iWnbpT
— ANI (@ANI) November 7, 2023#WATCH | Chhattisgarh elections | Voters queue up outside a polling booth in Kondagaon as they await their turn to cast a vote in the first phase of Assembly elections.#ChhattisgarhElection2023 pic.twitter.com/p699iWnbpT
— ANI (@ANI) November 7, 2023
ଏହା ମଧ୍ୟ ପଢନ୍ତୁ:- Assembly Poll: ଆଜି ଛତିଶଗଡ-ମିଜୋରାମ ବିଧାନସଭା ନିର୍ବାଚନ, ଭୋଟିଂ ଜାରି
-
#WATCH | BJP leader and former Chhattisgarh CM Raman Singh says, "BJP is winning a minimum of 14 seats in the first phase...Both phases will be good, and the BJP will form the government with a complete majority. There is an enormous undercurrent for the BJP in Chhattisgarh." pic.twitter.com/LuN8UtRj73
— ANI (@ANI) November 7, 2023 " class="align-text-top noRightClick twitterSection" data="
">#WATCH | BJP leader and former Chhattisgarh CM Raman Singh says, "BJP is winning a minimum of 14 seats in the first phase...Both phases will be good, and the BJP will form the government with a complete majority. There is an enormous undercurrent for the BJP in Chhattisgarh." pic.twitter.com/LuN8UtRj73
— ANI (@ANI) November 7, 2023#WATCH | BJP leader and former Chhattisgarh CM Raman Singh says, "BJP is winning a minimum of 14 seats in the first phase...Both phases will be good, and the BJP will form the government with a complete majority. There is an enormous undercurrent for the BJP in Chhattisgarh." pic.twitter.com/LuN8UtRj73
— ANI (@ANI) November 7, 2023
ତେବେ ଆଜି ଓ 17 ତାରିଖରେ ଦ୍ବିତୀୟ ପର୍ଯ୍ୟାୟ 17 ତାରିଖରେ ଭୋଟଗ୍ରହଣ ସହ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବ । ଆସନ୍ତାମାସ ଡିସେମ୍ବର 3 ତାରିଖରେ ଅନ୍ୟ 4 ରାଜ୍ୟ ସହ ଭୋଟଗଣନା ହେବ ଓ ଜନାଦେଶ ପ୍ରକାଶ ପାଇବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ