ETV Bharat / bharat

ଆଜିଠୁ ଛତ୍ରପୁରରେ ITBP ର କୋଭିଡ କେୟାର ସେଣ୍ଟର ଆରମ୍ଭ

ଆଜି(ସୋମବାର) ସକାଳ ପ୍ରାୟ 10ଟା ସମୟରେ କୋରୋନା ସଂକ୍ରମିତ ରୋଗୀଙ୍କ ପାଇଁ ସର୍ଦ୍ଦାର ପଟେଲ ସିସିସି ଆଣ୍ଡ ହସ୍ପିଟାଲ ପୁଣିଥରେ ଆରମ୍ଭ ହେବାକୁ ଯାଉଛି । ଅଧିକ ପଢନ୍ତୁ...

author img

By

Published : Apr 26, 2021, 2:53 PM IST

ଛତ୍ରପୁରରେ ITBP ର କୋଭିଡ କେୟାର ସେଣ୍ଟର ଆରମ୍ଭ

ନୂଆଦିଲ୍ଲୀ: ରାଜଧାନୀର ଛତ୍ରପୁର ଅଞ୍ଚଳରେ ଆଇଟିବିପିର କୋଭିଡ କେୟାର ସେଣ୍ଟର ଆରମ୍ଭ ହୋଇଛି । ଆଜି(ସୋମବାର) ସକାଳ ପ୍ରାୟ 10ଟା ସମୟରେ କୋରୋନା ସଂକ୍ରମିତ ରୋଗୀଙ୍କ ପାଇଁ ସର୍ଦ୍ଦାର ପଟେଲ ସିସିସି ଆଣ୍ଡ ହସ୍ପିଟାଲ ପୁଣିଥରେ ଆରମ୍ଭ ହେବାକୁ ଯାଉଛି ।

ସୋମବାର ଠାରୁ ଆଇଟିବିପି କୋଭିଡ ହସ୍ପିଟାଲରେ କୋରୋନା ରୋଗୀଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜଧାନୀ ଦିଲ୍ଲୀରେ କୋଭିଡ ସଂକ୍ରମଣର ଦ୍ରୃତ ମାମଲା ଦିଲ୍ଲୀ ସମେତ ସମଗ୍ର ଏନସିଆର ଲୋକଙ୍କ ପାଇଁ ଭୟର ବାତାବରଣ ସୃଷ୍ଟି କରିଛି ।

କୋରୋନା ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଦିଲ୍ଲୀବାସୀଙ୍କୁ ଏହା ଆଶ୍ବସ୍ତ ଦେବ । ଏହି ଡାକ୍ତରଖାନାରେ କିଭଳି କୋରୋନା ରୋଗୀଙ୍କୁ ଭର୍ତ୍ତି କରାଯିବ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ । ଏହି ପ୍ରସଙ୍ଗରେ ଆଇଟିବିପି ଅଧିକାରୀ କହିଛନ୍ତି ଯେ, ରୋଗୀଙ୍କ ଆଡମିଶନ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପଦ୍ଧତି (SOP) ଏବଂ ସମସ୍ତ ନିର୍ଦ୍ଦିଷ୍ଟ କୋଭିଡ ପ୍ରୋଟୋକଲ ପାଳନ କରାଯିବ।

ଏଥିପାଇଁ ଡାକ୍ତରଖାନାକୁ ରୋଗୀ ନିଯୁକ୍ତିର କୈଣସି ବ୍ୟବସ୍ଥା ନାହିଁ । ଦିଲ୍ଲୀର ସମସ୍ତ ଜିଲ୍ଲାର ଜିଲ୍ଲା ମନିଟରିଂ ଅଫିସରଙ୍କ ଦ୍ବାରା ରେଫର କରାଗଲେ ହି ସେତେବେଳେ ରୋଗୀ ଆଡମିଶନ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.