ETV Bharat / bharat

ଗ୍ୟାସିୟସ ଅକ୍ସିଜେନ ଉତ୍ପାଦନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଗୁରୁତ୍ବ - ଗ୍ୟାସିୟସ ଅକ୍ସିଜେନ ଉତ୍ପାଦନ

ଦେଶରେ ଥିବା ଅଧିକାଂଶ ଇଣ୍ଟଷ୍ଟ୍ରିକୁ ଗ୍ୟାସିୟସ୍ ଅକ୍ସିଜେନ ଉତ୍ପାଦନ କ୍ଷେତ୍ରରେ ବ୍ୟବହାର କରିବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ....

ଗ୍ୟାସିୟସ ଅକ୍ସିଜେନ ଉତ୍ପାଦନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଗୁରୁତ୍ବ

author img

By

Published : May 2, 2021, 6:13 PM IST

ନୂଆଦିଲ୍ଲୀ: ଦେଶରେ ଅମ୍ଳଜାନ ଅଭାବର ଘୋର ସଙ୍କଟ ଦେଖାଦେଇଛି । ପ୍ରତିଦିନ ଏକାଧିକ ଲୋକଙ୍କ ଅମ୍ଳଜାନ ଅଭାବରୁ ମୃତ୍ୟୁ ଘଟୁଛି । ଫଳରେ ଏହାର ଉତ୍ପାଦନ ଉପରେ ଗୁରୁତ୍ବାରୋପ କରିଛନ୍ତି କେନ୍ଦ୍ର ସରକାର । ତେବେ କେନ୍ଦ୍ର ସରକାର ଦେଶରେ ଥିବା ଅଧିକାଂଶ ଇଣ୍ଟଷ୍ଟ୍ରିକୁ ଗ୍ୟାସିୟସ୍ ଅକ୍ସିଜେନ ଉତ୍ପାଦନ କ୍ଷେତ୍ରରେ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ ଦେଶର ଅଧିକାଂଶ ଶିଳ୍ପ ସଂସ୍ଥା ଯେମିତିକି, ଷ୍ଟିଲ ପ୍ଲାଣ୍ଟ, ରିଫାଇନାରି, ପେଟ୍ରୋ କେମିକାଲ ୟୁନିଟ୍ସ, ଶକ୍ତି ଉତ୍ପାଦନକାରୀ କେନ୍ଦ୍ର ଏବଂ ଯେଉଁ ଇଣ୍ଟଷ୍ଟ୍ରିଗୁଡିକ ଅଧିକ ଜାଳେଣି ପ୍ରକ୍ରିୟା ବ୍ୟବହାର କରୁଥିବ ସେହି ଶିଳ୍ପଗୁଡିକୁ ଗ୍ୟାସିୟସ୍ ଅକ୍ସିଜେନ ଉତ୍ପାଦନରେ ନିୟୋଜିତ କରିବାକୁ କେନ୍ଦ୍ରସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଦେଶରୁ ଅକ୍ସିଜେନ ଅଭାବ ଦୂର କରିବା ପାଇଁ ନିଆଯାଇଛି ଏପରି ନିଷ୍ପତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.