ETV Bharat / bharat

ପ୍ରକାଶ ପାଇଲା CBSE ଦ୍ବାଦଶ ରେଜଲ୍ଟ, ପାସ ହାର 92.71% - ସିବିଏସଇ ଦ୍ବାଦଶ ପରୀକ୍ଷା ଫଳ

ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ପରୀକ୍ଷା ଫଳ ।cbse.nic.inରେ ରେଜଲ୍ଟ ଦେଖିପାରିବେ ଛାତ୍ରାଛାତ୍ରୀ । ଏଥର ଦ୍ବାଦଶରେ ଟର୍ମ-1 ଓ ଟର୍ମ-2 ପରୀକ୍ଷା ହୋଇଥିଲା । ଅଧିକ ପଢନ୍ତୁ

ପ୍ରକାଶ ପାଇଲା CBSE ଦ୍ବାଦଶ ରେଜଲ୍ଚ
ପ୍ରକାଶ ପାଇଲା CBSE ଦ୍ବାଦଶ ରେଜଲ୍ଚ
author img

By

Published : Jul 22, 2022, 9:59 AM IST

Updated : Jul 22, 2022, 12:29 PM IST

ନୂଆଦିଲ୍ଲୀ: ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ପରୀକ୍ଷା ଫଳ । cbse.nic.in ଓ www.cbceresult.nic.inରେ ରେଜଲ୍ଟ ଦେଖିପାରିବେ ଛାତ୍ରାଛାତ୍ରୀ । ଏଥର ଦ୍ବାଦଶରେ ଟର୍ମ-1 ଓ ଟର୍ମ-2 ପରୀକ୍ଷା ହୋଇଥିଲା । ପୂର୍ବରୁ ଟର୍ମ-1 ରେଜଲ୍ଟ ବାହାରିଥିଲା । ଏବେ ଟର୍ମ-2 ସହ ଫାଇନାଲ ଫଳାଫଳ ବାହାରିଛି । ପାସ ହାର 92.71 ପ୍ରତିଶତ ରହିଛି । ବାଜି ମାରିଛନ୍ତି ଛାତ୍ରୀ । ୯୪.୫୪% ଛାତ୍ରୀ ପାସ କରିଥିବା ବେଳେ ଓ ୯୧.୨୫% ଛାତ୍ର ପାସ୍ କରିଛନ୍ତି ।

ସାଇଡ ଖୋଲିବା ପରେ ସିବିଏସଇ ଦ୍ବାଦଶ ବୋର୍ଡ ରେଜଲ୍ଟ ଲିଙ୍କ ଉପରେ କ୍ଲିକ କରିବାକୁ ପଡିବ । ଏହାପରେ ଆବଶ୍ୟକୀୟ ତଥ୍ୟ ଓ ରୋଲ ନମ୍ବର ଦେବା ପରେ ରେଜଲ୍ଟ ଉପଲବ୍ଧ ଦେବ । ପରେ ମାର୍କସିଟ ଡାଉନଲୋଡ କରିବେ ଛାତ୍ରଛାତ୍ରୀ । ଚଳିତ ବର୍ଷ ଦେଶରେ ମୋଟ 14 ଲକ୍ଷ 54 ହଜାର 370 ଛାତ୍ରଛାତ୍ରୀ ଦ୍ବାଦଶ ପରୀକ୍ଷା ଦେଇଥିଲେ । ଫଳକୁ ନେଇ ଛାତ୍ରଛାତ୍ରୀ ଉତ୍ସାହିତ । ଅପରାହ୍ନ 2ଟାରେ ସିବିଏସଇ ଦଶମ ରେଜଲ୍ଟ ପ୍ରକାଶ ପାଇବ । ଚଳିତ ବର୍ଷ 21 ଲକ୍ଷ 16 ହଜାର 290 ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇଛନ୍ତି ।

Last Updated : Jul 22, 2022, 12:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.