ETV Bharat / bharat

କେରଳର 9 ପୋଲିସ କର୍ମଚାରୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା CBI - ପୋଲିସ କର୍ମଚାରୀଙ୍କ ବିରୋଧରେ ସିବିଆଇର ଚାର୍ଜସିଟ ଦାଖଲ

କେରଳର 9 ପୋଲିସ କର୍ମଚାରୀଙ୍କ ବିରୋଧରେ ସିବିଆଇ କୋର୍ଟରେ ଚାର୍ଜସିଟ ଦାଖଲ କରିଛି । ଅଧିକ ପଢନ୍ତୁ...

CBI files chargesheet against 9 police personnel in Kerala custodial death case
କେରଳର 9 ପୋଲିସ କର୍ମଚାରୀଙ୍କ ବିରୋଧରେ ସିବିଆଇର ଚାର୍ଜସିଟ ଦାଖଲ
author img

By

Published : Feb 5, 2021, 8:08 AM IST

ଥିରୁଅନନ୍ତପୁରମ: ଟଙ୍କା ଜାଲିଆତି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ହତ୍ୟା କରିବା ଅଭିଯୋଗରେ ସିବିଆଇ କୋଚିସ୍ଥିତ ମୁଖ୍ୟ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ କୋର୍ଟରେ ଜଣେ ମହିଳା ଅଧିକାରୀଙ୍କ ସମେତ 9 ଜଣ ପୋଲିସ୍ କର୍ମଚାରୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ।

ଏହି ଚାର୍ଜସିଟ୍‌ ଅନୁସାରେ ଅଭିଯୁକ୍ତ ରାଜକୁମାର 2019 ମସିହା ଜୁନ 21 ତାରିଖରେ ହେପାଜତରେ ଥିବା ସମୟରେ ମୃ୍ତ୍ୟୁବରଣ କରିଥିଲେ । ତେବେ ରାଜକୁମାରଙ୍କୁ ବେଆଇନ ଭାବରେ ହେପାଜତରେ ରଖାଯିବା ସହିତ ଅତି ନିର୍ମମ ଭାବରେ ଆକ୍ରମଣ କରାଯାଇଥିବାରୁ ତାଙ୍କର ମୃ୍ତ୍ୟୁ ଘଟିଥିଲା ।

ସିବିଆଇ ଏହି ଘଟଣାଟିକୁ 152 ସାକ୍ଷୀ, 145 କାଗଜପତ୍ର ଓ 32ଟି ଅନ୍ୟାନ୍ୟ ପଦାର୍ଥକୁ ତର୍ଜମା କରିଥିଲା । ଏହି ମାମଲାଟି କେରଳର ହାଇକୋର୍ଟରେ ଦାଏର ହୋଇଥିବା ବେଳେ ଜାନୁଆରୀ 24 ତାରିଖରେ ସିବିଆଇ ଦ୍ବାରା ଦାଏର ହୋଇଥିଲା । ଜେଲ କର୍ତ୍ତୃପକ୍ଷ ଏବଂ ଡାକ୍ତରଙ୍କ ସମେତ ପୋଲିସ ଅଧୀକ୍ଷକ ଭେନୁଗୋପାଲ, ଡେପୁଟି ଏସପି ଶ୍ୟାମ୍ସ ଏବଂ ଅନ୍ୟମାନଙ୍କ ବିରୋଧରେ ଅଧିକ ତଦନ୍ତ ଚାଲିଥିବା ଜଣାପଡିଛି ।

@ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.