ETV Bharat / bharat

ଭଗବାନ ରାମ-ସୀତାଙ୍କୁ ନେଇ ବିବାଦୀୟ ବୟାନ ଦେଲେ ମମତା, ମାମଲା ରୁଜୁ

author img

By

Published : Jan 15, 2021, 4:37 PM IST

ବିହାରର ସିତାମାଢି କୋର୍ଟରେ ଭଗବାନ ରାମ ଓ ସୀତାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଟିଏମସି ନେତା କଲ୍ୟାଣ ବାନାର୍ଜୀଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଅଧିକ ପଢନ୍ତୁ...

Case filed against Mamata Banerjee for comments on Lord Ram
ଭଗବାନ ରାମଙ୍କୁ ନେଇ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ମମତା ବାନାର୍ଜୀଙ୍କ ବିରୋଧରେ ମାମଲା

ପାଟନା: ଭଗବାନ ରାମ ଓ ସୀତାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ନେଇ ମମତା ବାନାର୍ଜୀଙ୍କ ବିରୋଧରେ ମାମଲା ରୁଜୁ କଲେ ଓକିଲ । ବିହାରର ଜଣେ ଓକିଲ ତାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ।

ଭଗବାନ ରାମ ଓ ସୀତାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଟିଏମସି ନେତା କଲ୍ୟାଣ ବାନାର୍ଜୀଙ୍କ ନାମରେ ମାମଲା ରୁଜୁ କରାଯାଇଛି । ବିହାରର ସିତାମାଢି କୋର୍ଟରେ ଓକିଲ ଠାକୁର ଚନ୍ଦନ ସିଂ ମମତା ବାନାର୍ଜୀ ଓ ଟିଏମସି ନେତା କଲ୍ୟାଣ ବାନାର୍ଜୀ ଭଗବାନ ରାମ ଓ ସୀତାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଧାର୍ମିକ ଭାବନାରେ ଆଘାତ ପହଞ୍ଚାଇଥିବା ନେଇ ସିଆପିସିର ଧାରା 295 A ଓ ଧାରା 120 B କୁ ନେଇ କେସ ଫାଇଲ କରିଛନ୍ତି ।

ଏହା ସହ ସେ କହିଛନ୍ତି ନିକଟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନରେ ସଂଖ୍ୟାଲଘୁ ସମ୍ଫ୍ରଦାୟର ଭୋଟ ହାତେଇବା ପାଇଁ ଏଭଳି ମନ୍ତବ୍ୟ ଦେଇଛନ୍ତି ବୋଲି କହିଛନ୍ତି । ଏହା ଦ୍ବାରା ହିନ୍ଦୁ ମାନଙ୍କୁ ଧାର୍ମୀୟ ଭାବନା ପ୍ରତି ଆଘାତ ପହଞ୍ଚିଛି। ମମତା ବାନାର୍ଜୀ କେବଳ ଭୋଟବ୍ୟାଙ୍କ ରାଜନୀତି କରୁଛନ୍ତି ବୋଲି କହିଛନ୍ତି । ସୂଚନାଥାଉକି ପଶ୍ଚିମବଙ୍କରେ ଆସନ୍ତା ଏପ୍ରିଲ-ମେ ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଟିଏମସି ଓ ବିଜେପି ମଧ୍ୟରେ କଡା ମୁକାବିଲା ହେବାର ସମ୍ଭାବନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.