ETV Bharat / bharat

ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଗିରଫ ପାକିସ୍ତାନୀ ଆତଙ୍କୀ

ସେନା ଗୁଳିରେ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଥିବା ପାକିସ୍ତାନୀ ଆତଙ୍କୀର ମୃତ୍ୟୁ (Captured terror guide and facilitator Tabarak Hussain dies during treatment) । ସେନା ହସ୍ପିଟାଲରେ ହେଉଥିଲା ଚିକିତ୍ସା । ପାକିସ୍ତାନ ପଠାଇଥିବା କଥା କରିଥିଲା ସ୍ବୀକାର । ଅଧିକ ପଢନ୍ତୁ

author img

By

Published : Sep 3, 2022, 11:00 PM IST

ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ଗିରଫ ପାକିସ୍ତାନୀ ଆତଙ୍କୀ, ସେନା ଗୁଳିରେ ଆହତ ହେବା ପରେ ପାକିସ୍ତାନ ପଠାଇଥିବା କଥା କରିଥିଲା ସ୍ବୀକାରଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ଗିରଫ ପାକିସ୍ତାନୀ ଆତଙ୍କୀ, ସେନା ଗୁଳିରେ ଆହତ ହେବା ପରେ ପାକିସ୍ତାନ ପଠାଇଥିବା କଥା କରିଥିଲା ସ୍ବୀକାର
ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ଗିରଫ ପାକିସ୍ତାନୀ ଆତଙ୍କୀ, ସେନା ଗୁଳିରେ ଆହତ ହେବା ପରେ ପାକିସ୍ତାନ ପଠାଇଥିବା କଥା କରିଥିଲା ସ୍ବୀକାର

ଶ୍ରୀନଗର: ଭାରତୀୟ ସେନା ଗୁଳିରେ ଆହତ ହୋଇ ଧରା ପଡିଥିବା ପାକିସ୍ତାନୀ ଆତଙ୍କବାଦୀ ତାବାରାକ୍ ହୁସେନ୍ (Captured terror guide and facilitator Tabarak Hussain dies during treatment ) ଆଜି ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛି । ରଜୌରୀରେ ଥିବା ସେନା ହସ୍ପିଟାଲରେ ତାର ଚିକିତ୍ସା ଜାରି ରହିଥିଲା । ଗତମାସ ୨୧ ତାରିଖରେ ସୀମା ସୁରକ୍ଷା ବଳ ଗୁଳିରେ ଆହତ ହୋଇ ଗିରଫ ହେବା ପରେ ତାର ଚିକିତ୍ସା ଜାରି ରହିଥିଲା ।

  • Tabarak Hussain, fidayeen suicide attacker from PoK, who was captured by Army on Aug 21 at LOC in Naushera,Rajouri while trying to infiltrate LoC,died due to cardiac arrest today. He was being treated at Army Hospital in Rajouri&had bullet injuries in leg&shoulder: Army officials pic.twitter.com/pIvSItR2IZ

    — ANI (@ANI) September 3, 2022 " class="align-text-top noRightClick twitterSection" data=" ">

ପାକିସ୍ତାନ ସେନାର ଜଣେ କମାଣ୍ଡର ସ୍ତରୀୟ ଅଧିକାରୀ ତାକୁ ୩୦ ହଜାର ଟଙ୍କା ପ୍ରଲୋଭନରେ ଭାରତରେ ପ୍ରବେଶ କରିବା ଓ ଆକ୍ରମଣ କରିବା ପାଇଁ ପ୍ରବର୍ତ୍ତାଇ ଥିବା ସେ ପୋଲିସ ଓ ଗଣମାଧ୍ୟମରେ ସ୍ବୀକାର ମଧ୍ୟ କରିଥିଲା (terrorist dead in army hospital) ।

ଅଗଷ୍ଟ ୨୧ ରେ ତାକୁ LOC ନିକଟବର୍ତ୍ତୀ ଅନୁପ୍ରବେଶ ସ୍ଥାନରେ ଗୁଳି କରିଥିଲା ବିଏସଫ । ତାର କନ୍ଧ ଓ ଅନ୍ୟାନ୍ୟ ସ୍ଥାନରେ ଏକାଧିକ ଗୁଳି ଲାଗିଥିଲା । ତେବେ ରୌଜରୀ ସ୍ଥିତ ସେନା ହସ୍ପିଟାଲରେ ତାର ଚିକିତ୍ସା ଜାରି ରହିଥିବା ବେଳେ ଆଜି ତାର ମୃତ୍ୟୁ ଘଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.