ETV Bharat / bharat

ସୋସିଆଲ ମିଡିଆରେ ଘୁରି ବୁଲୁଛି Bye Bye Sir ଇସ୍ତଫା ପତ୍ର - ବାଏ ବାଏ ସାର ଇସ୍ତଫା ପତ୍ର

କୌଣସି କାର୍ଯ୍ୟାଳୟରେ କାମ କରନ୍ତୁ ନାଁ କାହିଁକି ଇସ୍ତଫା ଦେବା ପୂର୍ବରୁ ଭାବିବାକୁ ପଡିଥାଏ । ଜାଣି ଆଶ୍ଚର୍ଯ୍ୟ ହେବେ ସୋସିଆଲ ମିଡିଆରେ ଏମିତି ଏକ ଇସ୍ତଫା ପତ୍ର ଘୁରି ବୁଲୁଛି ଯେଉଁଥିରେ ବାଏ ବାଏ ସାର ଲେଖା ହୋଇଛି । ଅଧିକ ପଢନ୍ତୁ

ସୋସିଆଲ ମିଡିଆରେ ଘୁରି ବୁଲୁଛି bye bye sir ଇସ୍ତଫା ପତ୍ର

author img

By

Published : Jun 20, 2022, 1:37 PM IST

ହାଇଦ୍ରାବାଦ: କୌଣସି କାର୍ଯ୍ୟାଳୟରେ କାମ କରନ୍ତୁ ନାଁ କାହିଁକି ଇସ୍ତଫା ଦେବା ପୂର୍ବରୁ ଭାବିବାକୁ ପଡିଥାଏ । ଉପରିସ୍ଥ ଅଧିକାରୀ କିମ୍ବା ବସଙ୍କ ସହ ସମ୍ପର୍କ ଖରାପ କରିବାକୁ କିଏ ବା ଚାହିଁବ କାଳେ ସମୟ ପୁଣି ତାଙ୍କୁ ସେହି କମ୍ପାନୀରେ ଚାକିରି ଦେବ । ଏହିପରି ଭାବରେ କୌଣସି କମ୍ପାନୀକୁ ଛାଡିବା ପୂର୍ବରୁ ବିଦ୍ଧିବଦ୍ଧ ଭାବେ କାରଣ ଦର୍ଶାଇ ଇସ୍ତଫା ଦେବାକୁ ପଡିଥାଏ । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ସୋସିଆଲ ମିଡିଆରେ ଏମିତି ଏକ ଇସ୍ତଫା ପତ୍ର ଘୁରି ବୁଲୁଛି ଯେଉଁଥିରେ ବାଏ ବାଏ ସାର ଲେଖା ହୋଇଛି । ଯାହାକୁ ନେଇ ସବୁଠି ଚର୍ଚ୍ଚା ।

ଇସ୍ତଫା ପତ୍ରରେ ମାତ୍ର 3ଟି ଶଦ୍ଦ ବ୍ୟବହାର ହୋଇଛି । ୟୁଜର୍ସ ଏହାକୁ ସରଳ ଇସ୍ତଫା ପତ୍ର ବୋଲି କହୁଛନ୍ତି । କର୍ମଚାରୀ ଜଣଙ୍କ ଲେଖିଛନ୍ତି 'ବାଏ ବାଏ ସାର' । ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ମାଫାଙ୍ଗା ଏମବୁସୋ ନାମକ ଟ୍ବିଟର ହ୍ୟାଣ୍ଡେଲରେ ସେୟାର କରାଯାଇଛି । ୟୁଜର୍ସ ଲେଖିଛନ୍ତି ସରଳ । ଏହାକୁ 2 ଲକ୍ଷରୁ ଅଧିକ ଲୋକ ଲାଇକ ଓ ପୁନଃଟ୍ବିଟ କରିଛନ୍ତି । ଇସ୍ତଫା ଏତେ ସରଳ ଯେ ତାକୁ ବର୍ଣ୍ଣନା କରିବା ଦରକାର ପଡିନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.