ETV Bharat / bharat

3 ଲୋକସଭା, ୩୦ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା

author img

By

Published : Sep 28, 2021, 11:14 AM IST

Updated : Sep 28, 2021, 3:11 PM IST

ଅକ୍ଟୋବର ୩୦ରେ ଉପନିର୍ବାଚନ । ଘୋଷଣା କଲେ ନିର୍ବାଚନ କମିଶନର । ୩୦ ବିଧାନସଭା ଓ ୩ ଲୋକସଭା ଆସନ ପାଇଁ ଅନୁଷ୍ଠିତ ହେବ ଉପନିର୍ବାଚନ । ଅଧିକ ପଢନ୍ତୁ...

3 ଲୋକସଭା, ୩୦ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା
3 ଲୋକସଭା, ୩୦ ବିଧାନସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା

ନୂଆଦିଲ୍ଲୀ: ଘୋଷଣା ହେଲା ଉପନିର୍ବାଚନ ତାରିଖ । ଅକ୍ଟୋବର ୩୦ରେ ଉପନିର୍ବାଚନ ନେଇ ଘୋଷଣା କଲେ ନିର୍ବାଚନ କମିଶନର । କୋରୋନା, ବାତ୍ୟା, ପର୍ବ ପର୍ବାଣୀ, ଜଳବାୟୁ ପରିବର୍ତ୍ତନ ଆଦି ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ନିର୍ବାଚନ ତାରିଖ ରଦ୍ଦ କରାଯାଇଥିବା ସ୍ପଷ୍ଟ କରିଛନ୍ତି ନିର୍ବାଚନ କମିଶନର । ତେବେ ପୂର୍ବ ଘୋଷଣା ଅନୁସାରେ ଆସନ୍ତା ୩୦ରେ ପିପିଲି ନିର୍ବାଚନ ହେବ ।

  • By-elections to three Parliamentary Constituencies of UT of Dadra & Nagar Haveli and Daman & Diu, Madhya Pradesh and Himachal Pradesh and 30 Assembly constituencies of various States to be held on 30th October: Election Commission pic.twitter.com/4NxxDUOPVR

    — ANI (@ANI) September 28, 2021 " class="align-text-top noRightClick twitterSection" data=" ">

ମଙ୍ଗଳବାର ନିର୍ବାଚନ କମିଶନର ଆନ୍ଧ୍ର ପ୍ରଦେଶ, ଆସାମ, ବିହାର, ହରିୟାଣା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ରାଜସ୍ଥାନ, ତେଲେଙ୍ଗାନା ଓ ପଶ୍ଚିମ ବଙ୍ଗର ୩୦ଟି ବିଧାନସଭା ଆସନ ଓ ୩ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ଉପନିର୍ବାଚନ ନେଇ ଘୋଷଣା କରିଛନ୍ତି ।

ଉପନିର୍ବାଚନ ପାଇଁ ଅକ୍ଟୋବର ପହିଲାରେ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୧ରୁ ୮ ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ଦାଖଲ କରାଯିବ । ଅକ୍ଟୋବର ୧୧ ତାରିଖ ଦିନ ପ୍ରାର୍ଥିପତ୍ର ଯାଞ୍ଚ ହେବ । ଆସାମ, ବିହାର ଓ ପଶ୍ଚିମବଙ୍ଗ ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୧୬ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 28, 2021, 3:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.