ETV Bharat / bharat

ନଦୀକୁ ଖସିଲା ସେନା ବସ୍, 7 ଯବାନ ଶହୀଦ - ସୁରକ୍ଷାକର୍ମୀଙ୍କ ବସ୍ ଦୁର୍ଘଟଣା

ବ୍ରେକ୍ ଫେଲ୍ ହେବାରୁ ପହଲଗାମରେ ନଦୀକୁ ଖସିଲା ଆଇଟିବିପି ସୁରକ୍ଷାକର୍ମୀଙ୍କ ବସ୍ । ଦୁର୍ଘଟଣାରେ 7 ITBP ଯବାନ ଶହୀଦ ହୋଇଛନ୍ତି । ଅଧିକ ପଢନ୍ତୁ

ନଦୀକୁ ଖସିଲା ବସ୍, 7 ଯବାନ ଶହୀଦ
ନଦୀକୁ ଖସିଲା ବସ୍, 7 ଯବାନ ଶହୀଦ
author img

By

Published : Aug 16, 2022, 12:44 PM IST

Updated : Aug 17, 2022, 8:07 AM IST

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ନଦୀକୁ ଖସିଲା ସେନା ବସ୍ । ବ୍ରେକ୍ ଫେଲ୍ ହେବାରୁ ପହଲଗାମରେ ନଦୀକୁ ଖସିଲା ଆଇଟିବିପି ସୁରକ୍ଷାକର୍ମୀଙ୍କ ବସ୍ । ଦୁର୍ଘଟଣାରେ 7 ITBP ଯବାନ ଶହୀଦ ହୋଇଛନ୍ତି। ୩୭ ITBP ଯବାନ ଓ ୨ ଜମ୍ମୁ ପୋଲିସକୁ ନେଇ ଯାଉଥିଲା ବସ୍ । ବସରେ ମୋଟ 39 ଜଣେ ଥିଲେ । ଅମରନାଥ ଯାତ୍ରା ଡ୍ୟୁଟିରେ ଯୋଗଦେଇ ଫେରୁଥିବାବେଳେ ଘଟିଛି ଏହି ଦୁର୍ଘଟଣା । ଆହତ ଯବାନଙ୍କୁ ଅନନ୍ତନାଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ନଦୀକୁ ଖସିଲା ସେନା ବସ୍, 7 ଯବାନ ଶହୀଦ

ଏହା ବି ପଢନ୍ତୁ...ଛୋଟିପୋରାରେ ନାଗରିକଙ୍କ ଉପରେ ଆତଙ୍କବାଦୀଙ୍କ ଗୁଳିମାଡ଼, ଜଣେ ମୃତ

ସୂଚନାଅନୁସାରେ, ଚନ୍ଦନୱାରିରୁ ପହଲଗାମ ଯାଉଥିଲା ସୁରକ୍ଷାକର୍ମୀଙ୍କ ବସ୍ । ବ୍ରେକ ଫେଲ ହେବାରୁ ବସଟି ପହଲଗାମରେ ନଦୀକୁ ଖସି ପଡିଥିଲା । ବସରେ 39 ଜଣ ସୁରକ୍ଷାକର୍ମୀ ଥିଲେ । ସେଥିରୁ ଦୁୁଇଜଣ ଜମ୍ମୁ ପୋଲିସ ଥିଲେ। 7 ଜଣ ଆଇଟିବିପି ଯବାନ ଶହୀତ ହୋଇଥିବାବେଳେ ଅନେକ ଯବାନ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 8 ଜଣ ଆହତ ଯବାନଙ୍କ ଅବସ୍ଥା ଗୁରୁତର ରହିଛି ।

  • A civil bus carrying 39 personnel (37 from ITBP and 2 from J&K Police) fell down to a roadside river bed after its breaks reportedly failed. The troops were on their way from Chandanwari to Pahalgam. Casualties feared. More details awaited: Indo-Tibetan Border Police (ITBP) https://t.co/gpvCAN2aX3

    — ANI (@ANI) August 16, 2022 " class="align-text-top noRightClick twitterSection" data=" ">

ଗତ 11ତାରିଖରେ ଅମରନାଥ ଯାତ୍ରା ଶେଷ ହୋଇଥିବାବେଳେ ପର୍ଯ୍ୟାୟକ୍ରମେ ଯବାନଙ୍କ କ୍ୟାମ୍ପ ସେଠାରୁ ଫେରାଇ ଆଣିବାକୁ କାର୍ଯ୍ୟକ୍ରମ ଜାରି ରହିଥିବାବେଳେ ଏହି ଅଘଟଣ ଘଟିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ ଜମ୍ମୁ ଉପରାଜ୍ୟପାଳ ମନୋଜ ସିହ୍ନା ଏ ଦୁର୍ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।

  • The tragic loss of precious lives of ITBP personnel in the unfortunate accident at Anantnag, J&K fills me with sadness. My heartfelt condolences for the bereaved families. I pray for speedy recovery of the injured.

    — President of India (@rashtrapatibhvn) August 16, 2022 " class="align-text-top noRightClick twitterSection" data=" ">

Last Updated : Aug 17, 2022, 8:07 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.