ETV Bharat / bharat

Bullock Cart Library: ଶିକ୍ଷାର ଅନନ୍ୟ ପଦ୍ଧତି, ଶଗଡ ଗାଡିକୁ କରିଛନ୍ତି ଲାଇବ୍ରେରୀ - ମଧ୍ୟପ୍ରଦେଶ ଶଗଡ ଗାଡି ଲାଇବ୍ରେରୀ

କୋରୋନା କାଳରେ ଛୋଟ ପିଲାଙ୍କ ପାଠପଢା ବନ୍ଦ ନହେବା ପାଇଁ ଜଣେ ଶିକ୍ଷୟିତ୍ରୀ ଶଗଡ ଗାଡି(Bullock Cart Library)କୁ ହିଁ ଲାଇବ୍ରେରୀ ଭାବେ ତିଆରି କରିଛନ୍ତି । ଅଧିକ ପଢନ୍ତୁ

Bullock cart library: ଶିକ୍ଷାର ଅନନ୍ୟ ପଦ୍ଧତି, ଶଗଡ ଗାଡିକୁ କରିଛନ୍ତି ଲାଇବ୍ରେରୀ

author img

By

Published : Jan 27, 2022, 10:49 PM IST

ଭୋପାଳ: କୋରୋନା କାଳରେ ଛୋଟ ପିଲାଙ୍କ ପାଠପଢା ବନ୍ଦ ନହେବା ପାଇଁ ଜଣେ ଶିକ୍ଷୟିତ୍ରୀ ଶଗଡ ଗାଡି(Bullock Cart Library)କୁ ହିଁ ଲାଇବ୍ରେରୀ ଭାବେ ତିଆରି କରିଛନ୍ତି । ଯେଉଁଥିରେ ସେ ଘରଘର ବୁଲି ପିଲାଙ୍କୁ ବହି ବାଣ୍ଟୁଛନ୍ତି । ଜଣେ ପିଲାକୁ ଥାଳି ବଜାଇବା ପାଇଁ ରଖିଛନ୍ତି, ଯେମିତି କି ପିଲାମାନେ ବାହାରକୁ ଆସି ବହି ନେଇପାରିବେ ।

Bullock cart library: ଶିକ୍ଷାର ଅନନ୍ୟ ପଦ୍ଧତି, ଶଗଡ ଗାଡିକୁ କରିଛନ୍ତି ଲାଇବ୍ରେରୀ

ତାଙ୍କର ଏହି ଅନନ୍ୟ ପଦକ୍ଷେପକୁ ପିଲାମାନଙ୍କର ପିତାମାତା, ଗ୍ରାମବାସୀ ଏବଂ ଶିକ୍ଷା ବିଭାଗର ଅଧିକାରୀମାନେ ପସନ୍ଦ କରିଛନ୍ତି । କମଲା ଦବଣ୍ଡେ ଏହି କାମ ଏକାକୀ କରୁଛନ୍ତି, ତଥାପି ସେ ତାଙ୍କ ଅଭିଯାନରେ ବାଧା ସୃଷ୍ଟି ହେବାକୁ ଦେଇନାହାନ୍ତି ।

କରୋନାର ତୃତୀୟ ସହର ଚାଲିଛି । ପ୍ରତିଦିନ ନୂତନ ସଂକ୍ରମଣ ଚିହ୍ନଟ ହେବାଦ୍ବାରା ଶିବରାଜ ସରକାର ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ପରିସ୍ଥିତିରେ ବେସରକାରୀ ବିଦ୍ୟାଳୟର ପିଲାମାନେ ଅନଲାଇନ୍ କ୍ଲାସ୍ କରିପାରିଛନ୍ତି, କିନ୍ତୁ ସରକାରୀ ବିଦ୍ୟାଳୟଗୁଡ଼ିକ ରେଡିଓ ଉପରେ ନିର୍ଭରଶୀଳ । ଏହାକୁ ଦୃଷ୍ଟିରେ ରଖି ଆଦିବାସୀ ପ୍ରାଧାନ୍ୟ ବୈତୁଲ ଜିଲ୍ଲାର ଭେଁସଡେହୀ ବିକାଶଖଣ୍ଡର ଗ୍ରାମ ରାମଜିଢାନା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ କମଲା ଦବଣ୍ଡେ ଏହି ନିଆରା ପଦ୍ଧତି ଲୋକଲୋଚନକୁ ଆଣିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.