ETV Bharat / bharat

ବରଫପାତରେ ଯୋଗାଯୋଗ ବିଚ୍ଛିନ୍ନ, ୩ ଅସୁସ୍ଥଙ୍କୁ ଏୟାରଲିଫ୍ଟ କଲା BSF

author img

By

Published : Feb 28, 2022, 4:20 PM IST

କାଶ୍ମୀରର ଟାଙ୍ଗଡାର୍ ସେକ୍ଟରରେ ବରଫପାତରେ ଯୋଗାଯୋଗ ବିଚ୍ଛିନ୍ନ । ୩ ଅସୁସ୍ଥଙ୍କୁ ଶ୍ରୀନଗର ଏୟାରଲିଫ୍ଟ କଲା ବିଏସଫ । ଅଧିକ ପଢନ୍ତୁ

ବରଫପାତରେ ଯୋଗାଯୋଗ ବିଛିନ୍ନ, ୩ ଅସୁସ୍ଥଙ୍କୁ ଏୟାରଲିଫ୍ଟ କଲା BSF

ଶ୍ରୀନଗର: କାଶ୍ମୀରର ଟାଙ୍ଗଡାର୍ ସେକ୍ଟରରେ ବରଫପାତ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାବେଳେ ୩ ସ୍ଥାନୀୟ ଅସୁସ୍ଥଙ୍କୁ ଏୟାରଲିଫ୍ଟ କରି ଶ୍ରୀନଗରରେ ପହଞ୍ଚାଇଛି ସୀମା ସୁରକ୍ଷା ବଳ (BSF) । ଅସୁସ୍ଥଙ୍କ ମଧ୍ୟରେ ଦୁଇଜଣ ପୁରୁଷ ଓ ଜଣେ ଶିଶୁଥିବା ସୂଚନା ମିଳିଛି ।

  • On request of dist admn Kupwara, BSF airlifted 3 patients from snow-bound Tangdhar sector to Srinagar for medical attention amid closure of the only road, which passes through Sadhna Top. Airlifted patients include two men & a child from Tangdhar sector: PRO Kashmir Frontier, BSF pic.twitter.com/vKJKNDK7iW

    — ANI (@ANI) February 28, 2022 " class="align-text-top noRightClick twitterSection" data=" ">

ସମ୍ପୂର୍ଣ୍ଣ ଘଟଣାକ୍ରମରେ ପ୍ରବଳ ପରଫପାତ ହେବା ଫଳରେ ଟାଙ୍ଗଧର ଓ ଶ୍ରୀନଗର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ତେବେ ସେଠାରେ କିଛି ଅସୁସ୍ଥଙ୍କୁ ହସ୍ପିଟାଲ ସ୍ଥାନାନ୍ତରଣ ପ୍ରକ୍ରିୟାରେ ସହଯୋଗ କରିବା ପାଇଁ ବିଏସଫକୁ ଅନୁରୋଧ କରିଥିଲା ସ୍ଥାନୀୟ କୂପଓ୍ବାରା ଜିଲ୍ଲା ପ୍ରଶାସନ । ବିଏସଏଫକୁ ସୂଚନା ମିଳିବା ପରେ ଏକ ଏମଆଇ ହେଲିକପ୍ଟରରେ ଜଣେ ଶିଶୁଙ୍କ ସମେତ ମୋଟ ୩ ଅସୁସ୍ଥଙ୍କୁ ଏୟାର ଲିଫ୍ଟ କରାଯାଇ ଶ୍ରୀନଗରରେ ପହଞ୍ଚାଯାଇଥିବା ବିଏସଫର ଲୋକ ସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.