ETV Bharat / bharat

ଭାଇ ଭଉଣୀଙ୍କ ଜୀବନ ନେଲା ମହାମାରୀ କୋରୋନା

author img

By

Published : May 29, 2021, 7:16 PM IST

କର୍ଣ୍ଣାଟକର ବିଜୟନଗର ଜିଲ୍ଲା ହସାପେଟରେ ଅଭାବନୀୟ ଘଟଣା । ଭାଇ ଭଉଣୀଙ୍କ ଜୀବନ ନେଲା ମହାମାରୀ କୋରୋନା । ଅଧିକ ପଢନ୍ତୁ...

ଭାଇ ଭଉଣୀଙ୍କ ଜୀବନ ନେଲା ମହାମାରୀ କୋରୋନା
ଭାଇ ଭଉଣୀଙ୍କ ଜୀବନ ନେଲା ମହାମାରୀ କୋରୋନା

ବେଙ୍ଗାଲୁରୁ: ଭାଇ ଭଉଣୀଙ୍କ ଜୀବନ ନେଲା ମହାମାରୀ କୋରୋନା । ଭଉଣୀ ମୃତ୍ୟୁର ଦିନକ ପରେ ଭାଇର ମୃତ୍ୟୁ । କର୍ଣ୍ଣାଟକ ହସାପେଟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଉଭୟ କୋରୋନା ପଜିଟିଭି ଥିବା ଜଣାପଡିଛି ।

ପ୍ରତିଦିନ କିଲର ଭାଇରସ କୋରୋନା ନେଇଛି ହଜାର ହଜାର ଜୀବନ। ଏ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ବିଜୟନଗର ଜିଲ୍ଲାର ହସାପେଟରେ । ସୂଚନା ଅନୁଯାୟୀ କର୍ଣ୍ଣାଟକର ରାଜ୍ୟ ମହିଳା କଂଗ୍ରେସର ସଂପାଦକ କାରୋଲିନ ଲୁସିଆ ସ୍ମିଥ (45) କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଶୁକ୍ରବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା । ଏହା ପରେ ତାଙ୍କ ଭାଇର ସାଭିଅ ସ୍ମିଥ (42) ମଧ୍ୟ କୋରୋନା ପଜିଟିଭି ଚିହ୍ନଟ ହୋଇଥିଲେ ଏବଂ ଶନିବାର ଦିନ ତାଙ୍କ ପରଲୋକ ଘଟିଛି । ଗୋଟିଏ ଦିନ ଅନ୍ତରରେ ଦୁଇ ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଛି । ଯାହା ଏହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.