ETV Bharat / bharat

ବିହାରରେ ଡଙ୍ଗା ଓଲଟି 24 ନିଖୋଜ, ଜଣେ ମୃତ

ଡଙ୍ଗା ଓଲଟି 24 ଜଣ ନିଖୋଜ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିହାରର ଭଗବାନପୁର ଗ୍ରାମରେ। ଅଧିକ ପଢ଼ନ୍ତୁ

author img

By

Published : Jan 19, 2022, 2:00 PM IST

boat drowned in gandak river in gopalganj
ବିହାରରେ ଡଙ୍ଗା ଓଟଲି 24 ନିଖୋଜ, ଜଣେ ମୃତ

ପାଟନା: ଡଙ୍ଗା ଓଲଟି 24 ଜଣ ନିଖୋଜ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିହାରର ଭଗବାନପୁର ଗ୍ରାମରେ।

ଚାଷ କରିବା ପାଇଁ ନଦୀପାର ହୋଇ ଚାଷୀମାନେ ଡଙ୍ଗାରେ ଯାଉଥିଲେ। ହେଲେ ଦୁର୍ଭାଗ୍ୟବଶତଃ ଡଙ୍ଗାଟି ନଦୀକୁ ଓଲଟି ପଡ଼ିଥିଲା। ଯାହା ଫଳରେ 24ଜଣ ନିଖୋଜ ଥିବା ଜଣାପଡ଼ିଛି। ଏହି ଘଟଣାରେ ଜଣେ କୂଳକୁ ପହଁରି ନିଜ ଜୀବନ ବଞ୍ଚାଇ ପାରିଥିବା ସୂଚନା ମିଳିଛି। ଏବଂ ଜଣେ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।

ନିଖୋଜ ଥିବା ଚାଷୀମାନେ କୁଚାୟକୋଟ ଓ ବିଶମ୍ଭରପୁର ଥାନା ଅଞ୍ଚଳର ହୋଇଥିବା ସୂଚନା ରହିଛି । ଏହି ଦୁର୍ଘଟଣାଟି ବୋତିଆ-ଗୋପାଳଜଙ୍ଗ ସୀମା ବର୍ତ୍ତୀ ଅଞ୍ଚଳ ଭଗବାନପୁର ଗ୍ରାମରେ ଘଟିଥିବା ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.