ETV Bharat / bharat

ବିଜେପି ସାଂସଦ ବରୁଣ ଗାନ୍ଧୀଙ୍କୁ କୋରୋନା

author img

By

Published : Jan 9, 2022, 5:00 PM IST

ବିଜେପି ସାଂସଦ ବରୁଣ ଗାନ୍ଧୀ କୋରୋନା ପଜିଟିଭ (BJP MP Varun Gandhi Covid19 Positive)। ଏନେଇ ସେ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସେ ନିଜକୁ ଆଇସୋଲେସନରେ ରଖିଛନ୍ତି । ଅଧିକ ପଢନ୍ତୁ

ବିଜେପି ସାଂସଦ ବରୁଣ ଗାନ୍ଧୀ କୋରୋନା ପଜିଟିଭ
ବିଜେପି ସାଂସଦ ବରୁଣ ଗାନ୍ଧୀ କୋରୋନା ପଜିଟିଭ

ଲକ୍ଷ୍ନୌ: ବିଜେପି ସାଂସଦ ବରୁଣ ଗାନ୍ଧୀ କୋରୋନା ପଜିଟିଭ (BJP MP Varun Gandhi Covid19 Positive) । ଏନେଇ ସେ ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ଉତ୍ତରପ୍ରଦେଶର ପିଲିଭିଟର ବିଜେପି ସାଂସଦ ଅଛନ୍ତି ବରୁଣ ଗାନ୍ଧୀ (Pilibhit MP Varun Gandhi )। କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସେ ନିଜକୁ ଆଇସୋଲେସନରେ ରଖିଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋରୋନା ଟେଷ୍ଟ କରିବା ପାଇଁ ନିବେଦନ କରିଛନ୍ତି। ନିକଟରେ ନିଜ ସଂସଦୀୟ କ୍ଷେତ୍ରର ବିଭିନ୍ନ ଅଞ୍ଚଳ ଗସ୍ତ କରିଥିଲେ ।

  • After being in Pilibhit for 3 days, I have tested positive for COVID with fairly strong symptoms.

    We are now in the middle of a third wave and an election campaign.

    The Election Commission should extend precautionary doses to candidates and political workers as well.

    — Varun Gandhi (@varungandhi80) January 9, 2022 " class="align-text-top noRightClick twitterSection" data=" ">

ଜାନୁଆରୀ 5 ଓ ୬ରେ ବରୁଣ ଗାନ୍ଧୀ ନିଜ ସଂସଦୀୟ କ୍ଷେତ୍ର ପିଲିଭିଟ ଦୁଇ ଦିନିଆ ଗସ୍ତ କରିଥିଲେ । ଏହି ଅବସରରେ ବିଭିନ୍ନ ଅଞ୍ଚଳରେ ଦଳୀୟ କାର୍ଯ୍ୟକ୍ରମ ସହ ବିଭିନ୍ନ ଅଞ୍ଚଳି ପରିଦର୍ଶନ କରିଥିଲେ। ଆଜି ଦିଲ୍ଲୀରେ ନିଜର କୋରୋନା ଟେଷ୍ଟ କରିଛନ୍ତି । କୋରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏହା ପରେ ସେ ନିଜକୁ ଆଇସୋଲେସନରେ ରଖିଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ କୋରୋନା ଟେଷ୍ଟ କରାଇବା ପାଇଁ ନିବେଦନ କରିଛନ୍ତି। ଏହା ସହ ବର୍ତ୍ତମାନ ଆମେ କୋରୋନାର ତୃତୀୟ ଲହରର ମଧ୍ୟ ଦେଇ ଗତି କରୁଛି । ଏହା ସହ ବର୍ତ୍ତମାନ ନିର୍ବାଚନ ପ୍ରଚାରର ସମୟ ରହିଛି । ଏଭଳି ସମୟରେ ନିର୍ବାଚନ କମିଶନ ପ୍ରାର୍ଥୀ ଓ ରାଜନୈତିକ କର୍ମୀଙ୍କୁ ବୁଷ୍ଟର ଡୋଜର ବନ୍ଦୋବସ୍ତ କରାଯାଉ ବୋଲି ବରୁଣଗାନ୍ଧୀ କହିଛନ୍ତି।

ବିଜେପି ସାଂସଦ ବରୁଣ ଗାନ୍ଧୀ କୋରୋନା ମହାମାରୀ ସମୟରେ ଲୋକଙ୍କୁ ବିଭିନ୍ନ ସମୟରେ ସହାୟତା ପ୍ରଦାନ କରିଛନ୍ତି । ମହାମାରୀର ଦ୍ବିତୀୟ ଲହର ସମୟରେ ନିଜ ସଂସଦୀୟ କ୍ଷେତ୍ର ପିଲିଭିତରେ ଲୋକଙ୍କୁ ଅକ୍ସିଜେନ ଯୋଗାଇଥିଲେ। ଏହା ସହ ନିଜ ଖର୍ଚ୍ଚରେ ମାଗଣାରେ ରୋଷେଇ ଖାଦ୍ୟ ବନ୍ଦୋବସ୍ତ କରିଥିଲେ । ସେପଟେ ସାଂସଦ ବରୁଣ ଗାନ୍ଧୀ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କ ସମର୍ଥକ ଖୁବଶୀଘ୍ର ସୁସ୍ଥତା କାମନା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.