ETV Bharat / bharat

ଯୋଗୀଙ୍କୁ ଟାର୍ଗେଟ କଲେ ବରୁଣ ଗାନ୍ଧୀ, କହିଲେ ଗତ 4 ବର୍ଷ ମଧ୍ୟରେ ପୋଲିସ ବିଭାଗରେ ମିଳିନି ନିଯୁକ୍ତି

author img

By

Published : Oct 30, 2022, 9:15 AM IST

ରାଜ୍ୟ ପୋଲିସ ବିଭାଗରେ ନିଯୁକ୍ତି ପ୍ରସଙ୍ଗ ଉଠାଇ ଯୋଗୀଙ୍କୁ ଘେରିଲେ ଦଳୀୟ ସାଂସଦ ବରୁଣ ଗାନ୍ଧୀ । କହିଲେ 4 ବର୍ଷ ବନ୍ଦ ରହିଛି ନିଯୁକ୍ତି । ଆଶାୟୀ ରାସ୍ତାକୁ ଓହ୍ଲାଇଲେ ସେମାନଙ୍କୁ ଉପଦ୍ରବୀ ଆଖ୍ୟା ଦିଆଯିବ (BJP MP Varun Gandhi tweet on UP Police recruit )। କ’ଣ ଏହା ସେମାନଙ୍କ ପ୍ରତି ଅନ୍ୟାୟ ନୁହେଁ । ଅଧିକ ପଢନ୍ତୁ

ଯୋଗୀଙ୍କୁ ଟାର୍ଗେଟ କଲେ ବରୁଣ ଗାନ୍ଧୀ, କହିଲେ ଗତ 4 ବର୍ଷ ମଧ୍ୟରେ ପୋଲିସ ବିଭାଗରେ ମିଳିନି ନିଯୁକ୍ତି
ଯୋଗୀଙ୍କୁ ଟାର୍ଗେଟ କଲେ ବରୁଣ ଗାନ୍ଧୀ, କହିଲେ ଗତ 4 ବର୍ଷ ମଧ୍ୟରେ ପୋଲିସ ବିଭାଗରେ ମିଳିନି ନିଯୁକ୍ତି

ଲକ୍ଷ୍ନୌ: ପୁଣି ନିଜ ଦଳକୁ ସମାଲୋଚନା କରି ଚର୍ଚ୍ଚାରେ ବିଜେପି ସାଂସଦ ବରୁଣ ଗାନ୍ଧୀ । ବିଭିନ୍ନ ସମୟରେ ଏକାଧିକ ପ୍ରସଙ୍ଗରେ ନିଜ ଦଳ ଭାରତୀୟ ଜନତା ପାର୍ଟିକୁ ସିଧା ସମାଲୋଚନା କରି ଚର୍ଚ୍ଚାକୁ ଆସୁଥିବା ଏହି ଯୁବ ସାଂସଦ ଚଳିତ ଥର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟ ପୋଲିସ ବିଭାଗରେ ନିଯୁକ୍ତି ପ୍ରସଙ୍ଗ ଉଠାଇ ସେ ଯୋଗୀ ସରକାରଙ୍କୁ ଘେରିଛନ୍ତି (BJP MP Varun Gandhi tweet on UP Police recruit )। ଉତ୍ତର ପ୍ରଦେଶରେ ଗତ 4 ବର୍ଷ ମଧ୍ୟରେ ପୋଲିସ ବିଭାଗରେ ନିଯୁକ୍ତି ହୋଇନଥିବା ଓ ଏହା ଆଶାୟୀଙ୍କ ପ୍ରତି ଅନ୍ୟାୟ ବୋଲି ଟ୍ବିଟ କରିଛନ୍ତି ବରୁଣ ।

ବରୁଣ କହିଛନ୍ତି, ରାଜ୍ୟ ପୋଲିସରେ ଭର୍ତ୍ତି ହେବା ପାଇଁ ଆଶାୟୀ ଛାଚ୍ରଛାତ୍ରୀ ବର୍ଷବର୍ଷ ଧରି ପ୍ରସ୍ତୁତି କରୁଛନ୍ତି, ଭର୍ତ୍ତି ପ୍ରକ୍ରିୟାକୁ ଆପେକ୍ଷା ମଧ୍ୟ କରିଛନ୍ତି । କିନ୍ତୁ ଗତ 4 ବର୍ଷ ହେବ ରାଜ୍ୟ ପୋଲିସ ବିଭାଗରେ କୌଣସି ନିଯୁକ୍ତି ହୋଇନାହିଁ । ସେସାନଙ୍କ ବୟସ ସୀମା ମଧ୍ୟ ଅତିକ୍ରମ କରିବାକୁ ବସିଲାଣି । ସେମାନଙ୍କୁ ନା ନିଯୁକ୍ତି ମିଳିଛି ନା ମିଳିବାର କିଛି ଆଶା ରହିଛି । ସେମାନେ ଏହା ବିରୋଧରେ ବାରମ୍ବାର ସାମାଜିକ ଗଣମାଧ୍ୟମରେ ପ୍ରଶ୍ନ କରୁଛନ୍ତି । କିନ୍ତୁ ସେମାନଙ୍କ ପ୍ରଶ୍ନ ପ୍ରତି ଗୁରୁତ୍ବ ଦିଆଯାଉନାହିଁ ।

  • 4 साल से यूपी पुलिस की भर्ती का इंतजार कर रहे लाखों छात्र ओवर-एज हो चुके। ना भर्ती मिली, ना कोई उम्मीद।

    सोशल मीडिया पर वह लगातार अपनी आवाज उठा रहे हैं पर सुनवाई नहीं है। यही छात्र जब सड़क पर आएँगे तब उनपर ‘उपद्रवी’ होने का आरोप लगेगा।

    क्या यह अन्याय नहीं है?#UP_POLICE_VACANCY

    — Varun Gandhi (@varungandhi80) October 29, 2022 " class="align-text-top noRightClick twitterSection" data=" ">

ଯେତେବେଳେ ସେମାନେ ଏହି ପ୍ରସଙ୍ଗ ନେଇ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିବେ, ସେମାନଙ୍କୁ ଉପଦ୍ରବୀ ବୋଲି ଚିତ୍ରଣ କରାଯିବ । କ’ଣ ଏହା ସେମାନଙ୍କ ପାଇଁ ଅନ୍ୟାୟ ନୁହେଁ ବୋଲି ବରୁଣ ଟ୍ବିଟରେ ପ୍ରଶ୍ନ କରିଛନ୍ତି । ସାଂସଦ ବରୁଣ ଗାନ୍ଧୀ ପୂର୍ବରୁ ମଧ୍ୟ ଏହି ନିଯୁକ୍ତି ସମ୍ପର୍କିିତ ପ୍ରସଙ୍ଗ ଉଠାଇ କେନ୍ଦ୍ରର ବିଜେପି ସରକାରଙ୍କୁ ମଧ୍ୟ ସମାଲୋଚନା କରି ସାରିଛନ୍ତି । ଭାରତୀୟ ସେନା ସମେତ ଅନ୍ୟାନ୍ୟ ବିଭାଗରେ ନିଯୁକ୍ତି ପ୍ରସଙ୍ଗ ଉଠାଇଥି ବିଜେପି ସରକାରର ଭୂମିକାକୁ ନେଇ ପ୍ରଶ୍ନ କରିଥିଲେ ବରୁଣ ଗାନ୍ଧୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.