ETV Bharat / bharat

ଟୁଲକିଟ ମାମଲା, ବିଜେପି ନେତା ସମ୍ବିତ ପାତ୍ରଙ୍କୁ ରାୟପୁର ପୋଲିସର ନୋଟିସ

author img

By

Published : May 23, 2021, 4:41 PM IST

ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଟୁଲକିଟ ମାମଲାରେ ନୋଟିସ ପଠାଇଛି ରାୟପୁର ପୋଲିସ । ଅଧିକ ପଢନ୍ତୁ...

ଟୁଲକିଟ ମାମଲା, ବିଜେପି ନେତା ସମ୍ବିତ ପାତ୍ରଙ୍କୁ ରାୟପୁର ପୋଲିସର ନୋଟିସ
ଟୁଲକିଟ ମାମଲା, ବିଜେପି ନେତା ସମ୍ବିତ ପାତ୍ରଙ୍କୁ ରାୟପୁର ପୋଲିସର ନୋଟିସ

ନୂଆଦିଲ୍ଲୀ: ଟୁଲକିଟ ମାମଲାରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ନୋଟିସ ପଠାଇଛି ରାୟପୁର ପୋଲିସ । ବିଜେପି ନେତା ସମ୍ବିତଙ୍କୁ ପଚରାଉଚୁରା ପାଇଁ ପୋଲିସ ଏହି ନୋଟିସ ଜାରି କରିଛି । ନୋଟିସରେ ସମ୍ବିତ ପାତ୍ରଙ୍କୁ ରବିବାର ସଂଧ୍ୟାରେ ରାୟପୁର ଥାନାରେ ବ୍ୟକ୍ତିଗତ କିମ୍ବା ଭିସି ଜରିଆରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ନୋଟିସର ପାଳନ ନହେଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛି ରାୟପୁର ପୋଲିସ । ସ୍ଥାନୀୟ ଏନଏସୟୁଆଇ ନେତାଙ୍କ ପକ୍ଷରୁ ସମ୍ବିତ ପାତ୍ରଙ୍କ ବିରୋଧରେ ଅଭିଯୋଗ ଦାଖଲ ହେବା ପରେ ପୋଲିସ ଏହି ନୋଟିସ ଜାରି କରିଛି ।

ମେ 18ରେ ଏଟ ଟ୍ବିଟ କରି ସମ୍ବିତ ଦାବି କରିଥିଲେ ଯେ କଂଗ୍ରେସ ଟୁଲକିଟ ମୋଦି ଶାସନକୁ ବଦନାମ କରିବାକୁ ପ୍ରୟାସ କରୁଛି । ରାହୁଲ ଗାନ୍ଧୀ ଯେଉଁ ଟ୍ବିଟ କରୁଛନ୍ତି ତାହା ମଧ୍ୟ ଏହି ଟୁଲକିଟର ଏକ ଅଂଶ ବୋଲି ଦାବି କରିଥିଲେ ସମ୍ବିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.