ETV Bharat / bharat

Assemly poll result: ମଣିପୁରରେ ବିଜୟ ଖାତା ଖୋଲିଲା BJP, ଜିତିଲେ ମୁଖ୍ୟମନ୍ତ୍ରୀ - ମଣିପୁରରେ ଖାତା ଖୋଲିଲା ବିଜେପି

ମଣିପୁରରେ ବିଜୟ ଖାତା ଖୋଲିଲା BJP । ବର୍ତ୍ତମାନ ସୁଦ୍ଧା ୨୫ ସିଟରେ ଲିଡ କରୁଛି ଦଳ । ଅଧିକ ପଢନ୍ତୁ

Assemly poll result :  ମଣିପୁରରେ ଖାତା ଖୋଲିଲା BJP

author img

By

Published : Mar 10, 2022, 2:19 PM IST

Updated : Mar 10, 2022, 3:05 PM IST

ଇମ୍ଫାଲ: ମଣିପୁରରେ ଜାରି ରହିଛି ବିଧାନସଭା ପାଇଁ ଭୋଟ ଗଣତି ପକ୍ରିୟା । ବର୍ତ୍ତମାନ ସୁଦ୍ଧା ବିଜେପି ୨୫ ସିଟରେ ଲିଡ କରୁଥିବା ବେଳେ ହେଙ୍ଗାଙ୍ଗ ଆସନରୁ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ । ସେହିପରି ଜେଡିୟୁ ମଧ୍ୟ ଗୋଟିଏ ଆସନରେ ବିଜୟୀ ହୋଇଥିବା ବେଳେ ଗୋଟିଏ ଆସନରୁ ଲିଡ କରୁଛି । କଂଗ୍ରେସ ପଛରେ ପଡିଯାଇଥିବା ବେଳେ ମାତ୍ର ୩ଟି ଆସନରେ ଆଗରେ ରହିଛି । ସେହିପରି ଅନ୍ୟାନ୍ୟ ଦଳ ୧୪ ସିଟରେ ଆଗରେ ରହିଛନ୍ତି ।

ଆଜି ସକାଳ ୮ଟାରୁ ମଣିପୁର ବିଧାନସଭା ଆସନ ପାଇଁ ଆରମ୍ଭ ହୋଇଥିଲା ଭୋଟ ଗଣତି । ୪୧ ଟି ବିଧାନସଭା ଆସନରେ ଗଣତି ହୋଇଥିବା ବେଳେ ଗୋଟିଏରେ ବିଜୟୀ ହୋଇ ବିଜେପି ଖାତା ଖୋଲିଛି ।

@ANI

Last Updated : Mar 10, 2022, 3:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.