ETV Bharat / bharat

କାଶ୍ମୀର ପ୍ରସଙ୍ଗ: ଓମାରଙ୍କ ସମର୍ଥନରେ ଥରୁର୍‌ - ଓମାର ଅବଦୁଲ୍ଲା

ଓମାରଙ୍କ ଟ୍ବିଟରେ ରିଟ୍ବିଟ କରି ଲେଖିଛନ୍ତି, ଆପଣ ଏକା ନୁହଁନ୍ତି ଓମାର ଅବଦୁଲ୍ଲା । ପ୍ରତିଟି ଲୋକତାନ୍ତ୍ରିକ ଭାରତୀୟ କାଶ୍ମୀରର ମୁଖ୍ୟଧାରା ନେତାଙ୍କ ସହ ଛିଡା ହୋଇଛନ୍ତି । ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ସରକାର ଯାହା ବି ପଦକ୍ଷେପ ନେବେ ତାହକୁ ଆମେ ସମର୍ଥନ ଦେବୁ ।

ଫାଇଲ ଫଟୋ
author img

By

Published : Aug 5, 2019, 2:43 AM IST

Updated : Aug 5, 2019, 5:31 AM IST

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଲାଗିଛି 144 ଧାରା । ଆଉ ଏପରି ସ୍ଥିତିରେ ପୂର୍ବ ମୁଖ୍ୟମନ୍ତ୍ରୀ ମହେବୁବା ମୁଫତି ଏବଂ ଓମାର ଅବଦୁଲ୍ଲାଙ୍କୁ କରାଯାଇଛି ନଜରବନ୍ଦୀ । ଏହି ଘଟଣା ପରେ ଏବେ କଂଗ୍ରେସ ନେତା ଶଶି ଥରୁର୍ ଓମାର ଅବଦୁଲ୍ଲାଙ୍କୁ ଜଣାଇଛନ୍ତି ସମର୍ଥନ ।

ଏହି ଘଟଣା ନେଇ ସେ ଓମାରଙ୍କ ଟ୍ବିଟରେ ରିଟ୍ବିଟ କରି ଲେଖିଛନ୍ତି, ଆପଣ ଏକା ନୁହଁନ୍ତି ଓମାର ଅବଦୁଲ୍ଲା । ପ୍ରତିଟି ଲୋକତାନ୍ତ୍ରିକ ଭାରତୀୟ କାଶ୍ମୀରର ମୁଖ୍ୟଧାରା ନେତାଙ୍କ ସହ ଛିଡା ହୋଇଛନ୍ତି । ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ସରକାର ଯାହା ବି ପଦକ୍ଷେପ ନେବେ ତାହକୁ ଆମେ ସମର୍ଥନ ଦେବୁ । କିନ୍ତୁ କାଶ୍ମୀରର ଅଧିକାର ଯେମିତି ଅକ୍ଷୁର୍ଣ୍ଣ ରୁହେ ।

ଟ୍ବିଟର
ଫଟୋ ସୌଜନ୍ୟ: 'ଟ୍ବିଟର@ShashiTharoor

ଏହା ବ୍ୟତତି ସେ ଆଉ ଏକ ଟ୍ବିଟ କରି ଲେଖିଛନ୍ତି, ଜମ୍ମୁ କାଶ୍ମୀରରେ କଣ ହେଉଛି । କାହିଁକି ରାତାରାତି ନେତାଙ୍କୁ ଗିରଫ କରାଯାଉଛି । ଯେତେବେଳେ ସେମାନେ କୌଣସି ଭୁଲ କରିନାହାନ୍ତି । ଯଦି କାଶ୍ମୀରବାସୀ ଆମର ନାଗରିକ ଏବଂ ତାଙ୍କର ନେତା ଆମର ସହଯୋଗୀ । ତେବେ ନିଶ୍ଚିତ ଭାବରେ ଆତଙ୍କବାଦ ସହ ଲଢିବା ପାଇଁ ମୁଖ୍ୟଧାରର ନେତାଙ୍କୁ ସାଙ୍ଗରେ ରଖିବାର ଆବଶ୍ୟକତା ରହିଛି । ଯଦି ଆମେ ତାଙ୍କୁ ଅଲଗା କରିଦେବା ତେବେ ଆଉ କିଏ ରହିଯିବ ।

ଏଠାରେ ସୂଚନାଯୋଗ୍ୟ, କାଶ୍ମୀର ନେତାଙ୍କୁ ନଜରବନ୍ଦୀ କରାଯିବ ସହ ଶ୍ରୀନଗରରେ 144 ଧାରା ମଧ୍ୟ ଲଗାଯାଇଛି । ଏନେଇ ସମସ୍ତ ସ୍କୁଲ, କଲେଜ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ସେଠାରେ ସମସ୍ତ ମୋବାଇଲ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି ।

Slug,,  ପୋଲିଂ ପାର୍ଟି , avb , ପୁରୀ,210419

Anc,,   ତୃତୀୟ ପର୍ଯ୍ୟୟ ନିର୍ବାଚନ କୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଆଜି ବ୍ରହ୍ମଗିରି, ପିପିଲି , ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ନିର୍ବାଚନ ପାଇଁ ପୋଲିଂ ପାର୍ଟି ପୁରୀ ରୁ ଜାଇଛନ୍ତି। ଆସନ୍ତା କାଲି ପୁରୀ ସଦର ନିର୍ବାଚନ ମଣ୍ଡଳୀ ପାଇଁ ପୋଲିଂ ପାର୍ଟି ନିଜ ନିଜ ବୁଥ କୁ ଯିବେ। ପୁରୀ ର କେନ୍ଦ୍ରିୟ ବିଦ୍ୟାଳୟରେ ହୋଇ ଥିବା କଂଟ୍ରୋଲ ରୁମ ରୁ   ସେମାନଙ୍କୁ evm, vv pat ସମେତ ଆବଶ୍ୟକ ସରଞ୍ଜାମ ଦିଆଯାଇଛି। ବୁଥ କୁ ଯିବା ପାଇଁ ଗାଡିର ବ୍ୟବସ୍ଥା ସହ ପୋଲିସ ସୁରକ୍ଷା ମଧ୍ୟ ଦିଆଯାଇଛି। ପୁରୀ ଜିଲା ପ୍ରଶାସନ ର ସୂଚନା ଅନୁଯାୟୀ ତୃତୀୟ ପର୍ଯ୍ୟୟ ନିର୍ବାଚନ ପାଇଁ  ଆଜି ତିନୋଟି ନିର୍ବାଚନ ମଣ୍ଡଳୀ ର 798 ଟି ବୁଥ ପାଇଁ evm , vvpat ମେସିନ ଯାଇଛି। ସେହିପରି 6 ହଜାର କର୍ମଚାରୀ ସହିତ 12 ସହ କର୍ମଚାରୀ ଙ୍କୁ ରିଜର୍ଭ ରଖାଯାଇଛି। ତେବେ ନିର୍ବାଚନ ସୁରୁଖୁରୁରେ ହେବା ନେଇ ପ୍ରଶାସନ ଆଶା କରିଛି। ସୂଚନା ଅନୁସାରେ ପୁରୀ ଜିଲ୍ଲାର 6 ଟି ନିର୍ବାଚନ ମଣ୍ଡଳୀର ବୁଥ ସଂଖ୍ୟା 15 ସହ 93 ଟି ଏବଂ ପୁରୁଷ , ମହିଳା ଭୋଟର ସଂଖ୍ୟା 13 ଲକ୍ଷ 54 ହଜାର 255 ରହିଛି। 

ବାଇଟ ,, ପୋଲିଂ ଅଫିସର
ବାଇଟ ,, ପୋଲିଂ ଅଫିସର
ବାଇଟ ,, ଭଵ ତରଣ ସାହୁ , ପୁରୀ ଉପ  ଜିଲ୍ଲାପାଳ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Mojo ରେ ଭିଯୁଆଲ ଓ ବାଇଟି ଯାଇଛି। ଉପ ଜିଲ୍ଲାପାଳ ଙ୍କ ବାଇଟ ଡେଫର୍ଡ ରୁ ଲଗାଇବେ

Last Updated : Aug 5, 2019, 5:31 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.