ETV Bharat / bharat

ଆଗାମୀ ନିର୍ବାଚନରେ ଆପ ସରକାର ଯମୁନାକୁ କରିବ ସମ୍ପୂର୍ଣ୍ଣ ସ୍ବଚ୍ଛ: କେଜ୍ରିଓ୍ବାଲ - ଯମୁନାକୁ ନଦୀ ହେବ ସମ୍ପୂର୍ଣ୍ଣ ସ୍ବଚ୍ଛ

ଅରବିନ୍ଦ କେଜ୍ରିଓ୍ବାଲଙ୍କ ନିର୍ବାଚନୀ ପ୍ରତିଜ୍ଞା । ଆଗାମୀ ନିର୍ବାଚନରେ ଆପ ସରକାର ଆସିଲେ ଯମୁନା ନଦୀକୁ ଏପରି ସ୍ବଚ୍ଛ କରିବେ ଯେ, ରାଜଧାନୀବାସୀ ବିନା କୁଣ୍ଠାବୋଧରେ ବୁଡ ପକାଇପାରିବେ । ଅଧିକ ପଢନ୍ତୁ...

Yamuna
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ
author img

By

Published : Jan 4, 2020, 1:10 PM IST

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି ଯେ, ଯଦି ଆଗାମୀ ନିର୍ବାଚନରେ ପୁଣିଥରେ ଆପ ସରକାର କ୍ଷମତାକୁ ଆସେ ତେବେ ଯମୁନା ନଦୀକୁ ଏମିତି ସ୍ବଚ୍ଛ କରାଯିବ ଯେ, ପୁରା ରାଜଧାନୀ ସେଥିରେ ବୁଡ ପକାଇ ପାରିବେ । ଶୁକ୍ରବାର ପୂର୍ବ ଦିଲ୍ଲୀରେ ଚତୁର୍ଥ ଟାଉନହଲ ବୈଠକକୁ ସମ୍ବୋଧିତ କରିବା ବେଳେ ସେ ଏହି କଥା କହିଛନ୍ତି ।

କେଜ୍ରିଓ୍ବାଲ କହିଛନ୍ତି ଯେ, ପୁନଃ ସରକାର ଆସିବାପରେ ଛାତ୍ର ମାନେ ବସରେ ନିଃଶୁଳ୍କ ଯାତ୍ରା କରିପାରିବେ। ସେ ଆହୁରି ମଧ୍ୟ କହିଛନ୍ତି, ଦିଲ୍ଲୀରେ ଏବେ ଅନେକ କାମ କରିବାପାଇଁ ବାକିରହିଛି । ପ୍ରଦୂଷଣକୁ ନିୟନ୍ତ୍ରିତ କରାଯିବା ନେଇ କାମ କରାଯିବ ଓ ପରିବହନରେ ସୁଧାର ଆସିବ ।

ତେବେ ଏହାପୂର୍ବରୁ ସୋମବାର ଅନୁଷ୍ଠିତ ତୃତୀୟ ଟାଉନହଲ ବୈଠକରେ ଜନତାଙ୍କ ପ୍ରଶ୍ନର ଉତ୍ତର ଦେବା ସମୟରେ ସିଏମ କହିଥିଲେ ଯେ, ଦିଲ୍ଲୀରେ ପ୍ରଦୂଷଣ ଏକ ବୃହତ ସମସ୍ୟା । ତେଣୁ ଏହାକୁ ଆମେ ମିଳିମିଶି ହିଁ ସମାଧାନ କରିପାରିବା । ତେଣୁ ଆସନ୍ତା ନିର୍ବାଚନରେ 5 ବର୍ଷ ଯାଏଁ ସେ ଦିଲ୍ଲୀକୁ ପ୍ରଦୂଷଣ ମୁକ୍ତ କରିବାକୁ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.