ETV Bharat / bharat

ଲୋକଙ୍କୁ କୋରୋନା ସଚେତନ କଲେ ଯମରାଜ ଓ ଚିତ୍ରଗୁପ୍ତ - 'Yamraj and Chitragupta'

ସାଧାରଣ ଜନତାଙ୍କ ମଧ୍ୟରେ କୋରୋନା ଭୂତାଣୁର ସଚେତନତା ସୃଷ୍ଟି କରିବା ପାଇଁ ଏକ ଭିନ୍ନ ପଦକ୍ଷେପ ନେଲା ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ କାସିବୁଗା ସହରର ପୋଲିସ । ଅଧିକ ପଢନ୍ତୁ...

'Yamraj and Chitragupta' to create awareness
ଲୋକଙ୍କୁ କୋରୋନା ସଚେତନ କଲେ ଯମରାଜ ଓ ଚିତ୍ରଗୁପ୍ତ
author img

By

Published : Apr 10, 2020, 6:16 PM IST

ଆନ୍ଧ୍ରପ୍ରଦେଶ: ମହାମାରୀ କୋରୋନା କବଳରେ କବଳିତ ସାରା ବିଶ୍ବ । ଏହାର ମୁକାବିଲା ପାଇଁ ସରକାର ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି କ୍ରମରେ ଲୋକଙ୍କୁ କୋରୋନା ସମ୍ବନ୍ଧରେ ସଚେତନ କରିବାକୁ ଏକ ନିଆରା ପଦକ୍ଷେପ ଆପଣାଇଛି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ କାସିବୁଗା ସହରର ପୋଲିସ ।

ପୋଲିସ କିଛି କଳାକାରଙ୍କୁ ନିଯୁକ୍ତି ଦେଇ ସେମାନଙ୍କୁ ଯମରାଜ, ତାଙ୍କ ସୈନ୍ୟ ଏବଂ ଚିତ୍ରଗୁପ୍ତର ରୂପ ଦେଇଥିଲେ । ଲୋକମାନଙ୍କୁ କୋରୋନା ଭାଇରସର ବିପଦକୁ କଳ୍ପନା କରିବା ପାଇଁ ହିନ୍ଦୁ ପୁରାଣରେ ବର୍ଣ୍ଣିତ 'ମୃତ୍ୟୁର ଭଗବାନ' ଏବଂ 'ଭଗବାନଙ୍କ ନ୍ୟାୟ' ପରି ବସ୍ତ୍ର କଳାକାରମାନେ ପରିଧାନ କରିଥିବା ଦେଖିବାକୁ ମିଳିଥିଲା ।

କାସିବୁଗା ସର୍କଲ ଇନ୍ସପେକ୍ଟର ଭେନୁଗୋପାଲ ରାଓ, ଏହି ଭୂତାଣୁ ସମ୍ବନ୍ଧରେ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଏପରି ଏକ ଭିନ୍ନ ପଦକ୍ଷେପ ନେଇଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.