ETV Bharat / bharat

ତ୍ରିପୁରା-ବାଂଲାଦେଶ ସୀମାରୁ 8.52 କୋଟି ଟଙ୍କାର ୟାବା ଟାବଲେଟ ଜବତ

author img

By

Published : Jan 3, 2020, 7:11 PM IST

ରାୟରମୁରା ଆଉଟପୋଷ୍ଟରୁ 8.52 କୋଟି ଟଙ୍କାର ୟାବା ଟାବଲେଟ ଜବତ କରାଯାଇଛି। ଅଧିକ ପଢନ୍ତୁ...

Agartala
ତ୍ରିପୁରା-ବାଲାଂଦେଶ ସୀମାରୁ 8.52 କୋଟି ଟଙ୍କାର ୟାବା ଟାବଲେଟ ଜବତ

ଅଗରତାଲା: ତ୍ରିପୁରା-ବାଲାଂଦେଶ ସୀମାରେ ଅବସ୍ଥିତ ରାୟରମୁରା ଆଉଟପୋଷ୍ଟରୁ 8.52 କୋଟି ଟଙ୍କାର ୟାବା ଟାବଲେଟ ଜବତ କରାଯାଇଛି। ବିଏସଏଫ ଓ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ହୋଇଥିବା ମିଳିତ ଚଢାଉରେ ଏହି ଟାବଲେଟ ଜବତ କରାଯାଇଛି।

ସୀମା ସୁରକ୍ଷା ବଳ ଓ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ଏହି ଆଉଟପୋଷ୍ଟ ଉପରେ ନଜର ରଖାଯାଇଥିଲା। ଗତକାଲି ରାତିରେ ଚାଲାଣ ବେଳେ ରାୟରମୁରା ଆଉଟପୋଷ୍ଟରୁ 1ଲକ୍ଷ 68ହଜାର 5ଶହ ୟାବା ଟାବଲେଟ ଜବତ କରାଯାଇଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.