ETV Bharat / bharat

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲା ଜୟପୁର

author img

By

Published : Sep 2, 2019, 11:05 PM IST

ପାକିସ୍ତାନର ଅସ୍ତବିରତ ଉଲ୍ଲଙ୍ଘନରେ ଶହୀଦ ହୋଇଥିବା ଗ୍ରେନେଡ଼ିୟର ହିମରାଜ ଜାଟଙ୍କୁ ଜୟପୁରରେ ଶ୍ରଦ୍ଧାଞ୍ଜଳି ।

ଫଟୋ ସୌଜନ୍ଯ: ଏଏନ୍ଆଇ

ଜୟପୁର: ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଘଂନରେ ଶହୀଦ ହୋଇଛନ୍ତି ବୀର ଜବାନ । ଜମ୍ମୁ କାଶ୍ମୀରର ପୁଞ୍ଚ ସେକ୍ଟରରେ ଶହୀଦ ହୋଇଥିଲେ ଯବାନ । ଯବାନଙ୍କ ମରଶରୀରରକୁ ରାଜ୍ୟରେ ବିପୁଳ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି ।

ପୁଞ୍ଚ ସେକ୍ଟରରେ ପାକିସ୍ତାନ ସେନାର ଅସ୍ତ୍ରବିରତ ଉଲ୍ଲଘଂନ ଫଳରେ ସେନାର ଗ୍ରେନେଡ଼ିୟର ହିମରାଜ ଜାଟ ଶହୀଦ ହୋଇଥିଲେ । ଆଜି ମରଶରୀର ରାଜଧାନୀ ଜୟପୁରରେ ପହଁଚିବା ପରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.