ETV Bharat / bharat

ଶିବରାତ୍ରୀରେ କରନ୍ତୁ ମହାଦେବଙ୍କୁ ପ୍ରସନ୍ନ, ପୂର୍ଣ୍ଣ ହେବ ମନସ୍କାମନା - ମହାଦେବଙ୍କୁ ପ୍ରସନ୍ନ

ଶାସ୍ତ୍ରରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ଉପାୟ ରହିଛି । ତେବେ ଆସନ୍ତୁ ଜାଣିବା ମନସ୍କାମନା ପୂରଣ କରିବା ପାଇଁ କେମିତି କରିବେ ଭୋଳା ବାବାଙ୍କୁ ପ୍ରସନ୍ନ । ଅଧିକ ପଢନ୍ତୁ..

ଶିବରାତ୍ରୀରେ କରନ୍ତୁ ମହାଦେବଙ୍କୁ ପ୍ରସନ୍ନ, ପୂର୍ଣ୍ଣ ହେବ ମନସ୍କାମ

author img

By

Published : Feb 20, 2020, 11:55 PM IST

ହାଇଦ୍ରାବାଦ: ଦେବଙ୍କର ଦେବ ମହାଦେବ । ଭକ୍ତଙ୍କ ଉପରେ କ୍ଷଣିକରେ ପ୍ରସନ୍ନ ହୁଅନ୍ତି ଭୋଳା ବାବା । ଆଉ ପ୍ରସନ୍ନ ହୋଇ କରନ୍ତି ସମସ୍ତ ମନୋସ୍କାମନା ପୂର୍ଣ୍ଣ । ତେବେ ଶାସ୍ତ୍ରରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ଉପାୟ ରହିଛି । ତେବେ ଆସନ୍ତୁ ଜାଣିବା ମନସ୍କାମନା ପୂରଣ କରିବା ପାଇଁ କେମିତି କରିବେ ଭୋଳା ବାବାଙ୍କୁ ପ୍ରସନ୍ନ ।

ଶୀଘ୍ର ବିବାହ ପାଇଁ

କୁହାଯାଏ ସୃଷ୍ଟିର କୋଣ-ଅନୁକୋଣରେ ମହାଦେବଙ୍କର ବାସ । ଭଗବାନ ଶିବ ଏପରି ଦେବତା ଯିଏ ଖୁବ୍ ଶୀଘ୍ର ପ୍ରସନ୍ନ ହୋଇଥା’ନ୍ତି । ଯଦି ଆପଣଙ୍କୁ ବିବାହରେ କୌଣସି ସମସ୍ୟା ଦେଖାଦେଉଛି ତେବେ ମହାଶିବରାତ୍ରୀରେ ଆଖୁ ରସରେ ଶିବଙ୍କୁ ଅଭିଷେକ କରନ୍ତୁ । ଏହାଦ୍ବାରା ଶୀଘ୍ର ବିବାହ ଯୋଗ ଫିଟିଥାଏ ।

ପାପରୁ ମୁକ୍ତି ପାଇଁ

ମହାଶିବରାତ୍ରୀରେ ଭକ୍ତି ଭାବରେ ଶିବଲିଙ୍ଗରେ ମହୁ ଅଭିଷେକ କରନ୍ତୁ । ସମସ୍ତ ପାପରୁ ମୁକ୍ତି ମିଳିବ । ଏହାସହ ସମସ୍ତ ଋଣ ଭାର ମଧ୍ୟ ଦୂର ହେବ ।

ଆପଣଙ୍କ ସହ ଜଡିତ ସମସ୍ତ ସମସ୍ୟା ଦୂର ପାଇଁ

ମହାଶିବରାତ୍ରୀ ଦିନ ମହେଶ୍ବରଙ୍କୁ ଦହିରେ ଅଭିଷେକ କରନ୍ତୁ, ଜୀବନ ସହ ଜଡିତ ସମସ୍ତ ସମସ୍ୟା ସମାଧାନ ହେବ ।

ବରଦାନ ପ୍ରାପ୍ତ ପାଇଁ

ଯଦି ଆପଣ ଭଗବାନ ଶିବଙ୍କ ଶୀଘ୍ର ପ୍ରସନ୍ନ କିରବା ପାଇଁ ଚାହୁଁଛନ୍ତି ତେବେ ଶିବରାତ୍ରୀ ଦିନ ଶିବଲିଙ୍ଗରେ କଞ୍ଚା କ୍ଷୀର ଚଢାନ୍ତୁ।

ଦୁଃଖ ଦୂର କରିବା ପାଇଁ

ଜୀବନ ସହ ଜଡିତ ସମସ୍ତ ଦୁଃଖ ଦୂର କରିବା ପାଇଁ ମହାଶିବରାତ୍ରୀରେ ଭଗବାନ ଶିବଙ୍କର କୌଣସି ଏକ ପବିତ୍ର ନଦୀର ଜଳରେ ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରି ଅଭିଷେକ କରନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.