ETV Bharat / bharat

ବିଶ୍ବ ଆଦିବାସୀ ଦିବସ: ଆଦିବାସୀଙ୍କ ପାଇଁ ଦିନଟିଏ

ଅଗଷ୍ଟ 9 । ବିଶ୍ବ ଆଦିବାସୀ ଦିବସ । ଆଦିବାସୀଙ୍କ ପାଇଁ ଦିନଟିଏ । ଆଧୁନିକତାର ଛାପ ପଡ଼ିଥିଲେ ମଧ୍ୟ ଭୁଲି ନାହାନ୍ତି ନିଜର ସଂସ୍କୃତି, ପରମ୍ପରାକୁ । ବଦଳାଇ ନାହାନ୍ତି ନିଜର ପୂର୍ବପୁରୁଷଙ୍କ ସଂସ୍କୃତିକୁ । ଜୀବନଶୈଳୀ ମଧ୍ୟ ଠିକ ପୂର୍ବପରି । ଆଉ ଏହି ସଂସ୍କୃତି ପରମ୍ପରା ଅନୁୟାୟୀ ରାଜ୍ୟରେ ବାସ କରୁଛନ୍ତି 16 ଲକ୍ଷ ଜନସଂଖ୍ୟା ବିଶିଷ୍ଟ 32 ପ୍ରକାର ଆଦିବାସୀ ।

ଡ଼ିଜାଇନ ଫଟୋ
author img

By

Published : Aug 9, 2019, 2:09 PM IST

ରାଞ୍ଚି: 9 ଅଗଷ୍ଟ । ବିଶ୍ବ ଆଦିବାସୀ ଦିବସ । ଆଦିବାସୀଙ୍କ ପାଇଁ ଦିନଟିଏ । ଆଧୁନିକତା ଛାପ ପଡ଼ିଥିଲେ ମଧ୍ୟ ନିଜର ସଂସ୍କୃତି, ପରମ୍ପରା, ପୋଷାକ ପରିଧାନ ଓ ଜୀବନଶୈଳୀକୁ ନେଇ ସେମାନେ ବେଶ ସଚେତନ । ଆଧୁନିକତାକୁ ଯଥେଷ୍ଟ ପରିମାଣରେ ଆପଣାଇ ପାରିନଥିଲେ ମଧ୍ୟ ପରିବର୍ତ୍ତନଶୀଳ ସମାଜ ଓ ସମୟ ସହିତ ନିଜକୁ ଖାପ ଖୁଆଇବାକୁ ପ୍ରୟାସ କରିଆସୁଛନ୍ତି ଦେଶର ଆଦିବାସୀ ସମ୍ପ୍ରଦାୟର ଜନଜାତି ।

ତେବେ 1982 ମସିହାରେ ଆଦିବାସୀଙ୍କ ଭାଷା, ସଂସ୍କୃତି, ମୌଳିକ ଅଧିକାର ପାଇଁ ସଂଯୁକ୍ତ ରାଷ୍ଟ୍ର ସଂଘ(ୟୁଏନଓ) ଏକ କମିଟି ଗଠନ କରିଥିଲା । ଏହି କମିଟିର ପ୍ରଥମ ବୈଠକ 1982 ମସିହା ଅଗଷ୍ଟ 9 ତାରିଖରେ ବସିଥିଲା । ଯାହାକୁ ଆଦିବାସୀ ଦିବସ ରୂପେ ସମଗ୍ର ବିଶ୍ବରେ ପାଳନ କରାଯାଉଛି ।

1952 ମସିହାରେ ସ୍ଥାପିତ ହୋଇଥିଲା ଜନଜାତି କଲ୍ୟାଣ ବୋର୍ଡ । ଏହି ବୋର୍ଡର ମୁଖ୍ୟ ଥିଲେ ଡ. ରାମଦୟାଲ ମଣ୍ଡା । ରାମଦୟାଲ ଏହି ଜାତି ଓ ଜନଜାତି ଉପରେ ଅନେକ ଗବେଷଣା କରିଥିଲେ । ଏହା ସହତି ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ଭାଷା, କଳା, ସଂସ୍କୃତି, ଶିକ୍ଷା, ରୀତିନୀତି ଏବଂ ବିଭିନ୍ନ ସମସ୍ୟା ଉପରେ ଅନୁଧ୍ୟାନ କରାଯାଉଛି ।

ସରକାରୀ ଯୋଜନା ଏହି ଆଦିବାସୀ ସମ୍ପ୍ରଦାୟଙ୍କ ବିକାଶ ପାଇଁ ଯଥେଷ୍ଟ ନୁହେଁ । ଏପରିକି ଏମାନଙ୍କର ଭୌଗୋଳିକ ଓ ଆର୍ଥିକ ପରିସ୍ଥିତିକୁ ଅନୁଧ୍ୟାନ କଲେ ଅନେକ ନୂତନ ଯୋଜନା ଏମାନଙ୍କ ପାଇଁ ଆଣିବା ଜରୁରୀ

ତେବେ 2001ରେ ଜନଗଣନା ଅନୁଯାୟୀ ଝାଡ଼ଖଣ୍ଡରେ ଆଦିବାସୀଙ୍କ ସଂଖ୍ୟା ମୋଟ 16 ଲକ୍ଷ 16 ହଜାର 914 ଥିଲା । ତେବେ ଏହି ଆଦିବାସୀ ଅନୁସାରେ ଜନଜାତିଙ୍କ ସଂଖ୍ୟା ପାଖାପାଖି 27.67 ପ୍ରତିଶତ । ତେବେ ଝାଡ଼ଖଣ୍ଡରେ ଏହି 16 ଲକ୍ଷ ଆଦିବାସୀଙ୍କ ମଧ୍ୟରେ 32 ପ୍ରକାର ଆଦିବାସୀ ରହିଛନ୍ତି।

ଆଦିବାସୀଙ୍କ ପ୍ରକାର ଭେଦ ଅନୁଯାୟୀ ସେମାନଙ୍କୁ 3 ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଆଷ୍ଟ୍ରଲୟଡ, ଦ୍ବିତୀୟ ପ୍ରୋଟୋ-ଆଷ୍ଟ୍ରଲୟଡ଼ ଓ ତୃତୀୟଟି ଦ୍ରାବିଡ଼ ସମ୍ପ୍ରଦାୟର । ତେବେ ଏହି ଆଦିବାସୀଙ୍କୁ ସେମାନଙ୍କ ଭାଷା ଏବଂ ବାସସ୍ଥାନ ଅନୁଯାୟୀ ବିଭାଜିତ କରାଯାଇଛି । ସମସ୍ତ ଆଦିବାସୀଙ୍କ ସ୍ଥାନ, ଭାଷା, ରହଣୀ ଶୈଳୀ ଓ ଜୀବନଶୈଳୀ ଭିନ୍ନ ଭିନ୍ନ ।

ଝାଡ଼ଖଣ୍ଡରେ 32 ଜନଜାତିଙ୍କ ମଧ୍ୟରେ 17 ପ୍ରକାର ଜନଜାତିଙ୍କ ଉପରେ ଗବେଷଣା କରାଯାଇଛି । ଏହାକୁ ଡ. ରାମଦୟାଲ ମୁଣ୍ଡା ପବ୍ଲିକ ଓ୍ବେଲଫେୟାର ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ତତ୍ତ୍ବାବଧାନରେ କରାଯାଇଛି । ଏହି ରିସର୍ଚ୍ଚ ମଧ୍ୟରେ 8 ପ୍ରଜାତିର ସ୍ବତନ୍ତ୍ର ଆଦିବାସୀଙ୍କ ପରିଚୟ ମଧ୍ୟ ମିଳିଛି । ଏହି 8 ପ୍ରଜାତି ଆଦିବାସୀଙ୍କ ମଧ୍ୟରେ ବିରଜୀୟା, କୌରଓ୍ବା, ମାଲ ପାହାଡ଼ିଆ, ସୌରିଆ ପାହାଡ଼ିଆ, ବିରହୋର, ସାଓ୍ବର, ପାହାଡ଼ିଆ, ଏବଂ ଅସୁର ସମ୍ପ୍ରଦାୟର ବୋଲି ଜଣାପଡ଼ିଛି ।

ସେପଟେ ସର୍ବାଧିକ ଜନସଂଖ୍ୟା ଥିବା ଆଦିବାସୀଙ୍କ ମଧ୍ୟରେ ସାନ୍ତାଳ, ମୁଣ୍ଡା, ଓରାନ, ହୋ, ଖଡ଼ିଆ ସମ୍ପ୍ରଦାୟ ରହିଛନ୍ତି । ସେହିଭଳି କଳା ଓ ସଂସ୍କୃତି ଅନୁଯାୟୀ 4 ପ୍ରକାର ଆଦିବାସୀ ବେଶ ମଝଭୁତ । ସେମାନଙ୍କ ମଧ୍ୟରେ କୁରମାଳୀ, ମାହାଳୀ, ଲୋହାର ଏବଂ ଚିକବରାଇକ ସମ୍ପ୍ରଦାୟ ରହିଛି ।

2001 ଜନଗଣନା ଅନୁଯାୟୀ ରାଜ୍ୟରେ ଆଦିବାସୀଙ୍କ ଜନସଂଖ୍ୟା

  • ଅସୁର : 22,459
  • ବୈଗ : 3,582
  • ବଞ୍ଜାରା : 411 ଜଣ
  • ବଥୁଡ଼ା : 3,464
  • ବୋଦିଆ : 1,00,162 ଜଣ
  • ଭୁମିଜ : 2,9,448 ଜଣ
  • ବିଝିଆ : 14.404
  • ବିରହୋର : 10,726
  • ବିରଜିଆ : 6,276 ଜଣ
  • ଚେରୋ : 95,575
  • ଚିକବାଇକ : 54,163 ଜଣ
  • ଗୌଣ୍ଡ : 53, 676 ଜଣ
  • ଗୌରାଇତ : 4,973 ଜଣ
  • ହୋ : 9,28,289 ଜଣ
  • କୁମରମାଲି : 64,154
  • ଖରିଆ : 1,96,135 ଜଣ
  • ଖରଓ୍ବାର : 2,48,974 ଜଣ
  • ଖୌଣ୍ଡ : 221 ଜଣ
  • ସୌରିଆ ପାହାଡ଼ିଆ : 46,222 ଜଣ
  • କିସାନ : 31,265 ଜଣ
  • କୋରା : 32,786 ଜଣ
  • କୋରଓ୍ବା : 35,606
  • ଲୋହରା : 2,16,226
  • ମହଲୀ : 1,35,797 ଜଣ
  • ମାଲ ପହଡ଼ିଆ : 1,35,797
  • ମୁଣ୍ଡା : 12,29,221 ଜଣ
  • ଓରାଂ : 17,16,618 ଜଣ
  • ପରାହ : 25,585
  • ସାନ୍ତାଳ : 27,54,723
  • ସଅର : 9,688 ଜଣ
  • କଁଅର : 8,145 ଜଣ
  • କୋହ୍ଲ : 53,584 ଜଣ

ଶିକ୍ଷାବିତ ଡ. କରମା ଓରାଂଓଙ୍କ କହିବା ମୁତାବିକ ଦେଶରେ ସରକାରୀ ଯୋଜନା ଏହି ଆଦିବାସୀ ସମ୍ପ୍ରଦାୟଙ୍କ ବିକାଶ ପାଇଁ ଯଥେଷ୍ଟ ନୁହେଁ । ଏପରିକି ଏମାନଙ୍କର ଭୌଗୋଳିକ ଓ ଆର୍ଥିକ ପରିସ୍ଥିତିକୁ ଅନୁଧ୍ୟାନ କଲେ ଅନେକ ନୂତନ ଯୋଜନା ଏମାନଙ୍କ ପାଇଁ ଆଣିବା ଜରୁରୀ ବୋଲି ସେ କହିଥିଲେ ।

Intro:रांची
बाइट--- राणेद्र कुमार निदेशक (डॉ रामदयाल मुंडा जनजाति कल्याण शोध संस्थान )
बाइट---डॉ करमा उराँव शिक्षाविद एवं शोधकर्ता (id में लिया गया बाइट)

9 अगस्त को पूरे देश में विश्व आदिवासी दिवस मनाया जाता है आदिवासियों की भाषा संस्कृति आदिवासियों की आधारभूत हक हक को लेकर ( आदिवासी) के मानव अधिकारों को लागू करने और उसके संरक्षण के लिए 1982 में संयुक्त राष्ट्र संघ(UNO ने एक कार्य दल का गठन किया था जिस की पहली बैठक 9 अगस्त 1982 को हुई थी तबसे आदिवासी समाज इसे आदिवासी दिवस यानी मूलवासी दिवस के के रूप में मनाते रहे हैं। लेकिन सबसे पहले जानना जरूरी है की जनजातियां होती क्या है इसके लिए झारखंड के 1953 में स्थापित जनजातीय कल्याण शोध संस्था यानी डॉ रामदयाल मुंडा जनजाति कल्याण शोध ने इस विषय पर काफी गहन चिंतन मंथन और रिसर्च किया है। अनुसूचित जनजातियों की भाषा संस्कृति कला स्वास्थ्य शिक्षा रीति-रिवाज और उनके विभिन्न समस्याओं की पड़ताल इस संस्था के द्वारा लगातार की जा रही है

Body:झारखंड विभिन्न जनजातियों का निवास है झारखंड की कुल आबादी 27.67 प्रतिशत जनसंख्या जनजातियों का है वर्तमान झारखंड में वर्ष 2001 की जनगणना के अनुसार जनजातियों की कुल आबादी 16,16, 914 है झारखंड में कुल 32 प्रकार के जनजातियों का निवास है संताल जातियों की जनसंख्या सबसे अधिक है तथा सबसे कम आबादी बंजारा जनजाति की है। झारखंड में संथाल जनजाति 35.46% है। जबकि बंजारों की संख्या मात्र 411 जनजातियों की सर्वाधिक जनसंख्या पश्चिम सिंहभूम जिले में है देवघर जिले में सबसे कम जनजातियों का निवास है प्रतिशत के दृष्टिकोण से गुमला जिले में 71% जनजातियों का निवास है जबकि धनबाद में सबसे कम या नहीं 8.31% है लेकिन साक्षरता का दर 16.1% है। झारखंड में मुंडा जनजातियों का आगमन लगभग 600 ईसा पूर्व हुआ खड़िया जनजातियों का आगमन 1500 इसापुर के आगमन के आसपास हुआ है अन्य जातियों का आगमन 15 वी शताब्दी तक आती रहे जनजातियों की प्रजाति मुख्यतः प्रकार की है ऑस्ट्रोलॉयड, प्रोटो-ऑस्ट्रोलॉयड एवं द्रविड़। प्रत्येक जनजातियों की भाषा तथा मूल निवास स्थान अलग-अलग रहे हैं और कुल 32 प्रकार के जनजातियां पाई जाती है। इस शोध संस्था के द्वारा 32 में से 17 जनजातियों पर शोध किया जा रहा है में मुख्य जनजातिया निम्न प्रकार हैं

जिनमें 8 आदम जनजातियों के रूप में चिन्हित किया गया है सबसे कमजोर वर्ग में आते हैं

बिरजिया,कोरवा, माल पहड़िया,सौरिया पहड़िया,बिरहोर, सावर,परहिया एवं असुर सामिल है

5 सबसे बड़ी आबादी वाले जनजाति

संथाल,मुंडा,उरांव, हो,खड़िया

जिनमें 4 कारीगर जन जातियां आती है

कुरमाली,महली,लोहार,और चिकबराइक

इन तमाम जनजातियों के शोध के लिए झारखंड में एकमात्र शोध संस्थान डॉ रामदयाल मुंडा जनकल्याण शोध है जिसकी स्थापना 1954 में हुई थी, देश और राज्य के विश्वविद्यालय ही नहीं बल्कि बल्कि विदेशों शोधकर्ता इस संस्थान में आकर जनजातियों के जमीनी हकीकत और इतिहास के बारे में शोध करते हैं
डॉ रामदयाल मुंडा जनजाति कल्याण शोध संस्थान के निदेशक राणेद्र कुमार ने बताया 32 जनजातियों में से 17 जनजातियों पर शोध संस्थान के द्वारा किया जा चुका है बाकी बचे कम जनसंख्या वाले जनजातियों में से 10 जनजातियों का शोध की कार्य शुरू कर दी गई है। सभी जनजातियों दूसरे जनजातिया से बिल्कुल भिन्न है जैसे उनकी परंपरा प्रथा जन्म लेने विवाह लोकगीत मृत्यु संस्कार सभी अलग-अलग होते हैं यही कारण है कि सभी जनजातियों पर अलग-अलग लगातार शोध किया जाता है और यह हर 10 साल में दोबारा शोध होती है।

2001 के जनगणना के अनुसार जनजातियों के संख्या

1. असुर 22459
2. बैग 3582
3. बंजारा 411
4. वथुडी 3464
5. बेदिया 100162
6. भूमिज 209448
7. विझिया 14404
8. विरहोर 10726
9. बिरजिया 6276
10. चेरो 95575
11. चिकबाईक 54163
12.गोण्ड 53676
13.गोराईत 4,973
14.हो 928289
15.कुमरमालि 64154
16.खरिया 196135
17.खरवार 248974
18.खोण्ड 221
19.सौरिया पहड़िया 46222
20.किसान 37265
21.कोरा 32786
22.कोरवा 35606
23. लोहरा 216226
24.महली 152663
25.माल पहड़िया 135797
26.मुंडा 1229221
27.उराँव 1716618
28.परहया 25585
29.संथाल 2754723
30.सावर 9688
31.कंवर 8145
32.कोल 53584

Conclusion:राज्य में ऐसे 8 से 9 जनजातियां है जिनकी जनसंख्या बढ़ने के जगह घटती नजर आ रही है जो चिंता का विषय है शिक्षाविद और शोधकर्ता डॉ करमा उरांव का मानना है कि सरकार के द्वारा वैसे जनजाति के विकास के लिए बनाए जा रहे योजनाएं उनके सामाजिक आर्थिक और भौगोलिक परिस्थिति के अनुकूल नहीं बनाई जा रही है साथ ही चिन्हित वैसे जनजाति ...जो खानपान रहन सहन चिकित्सा व्यवस्था जैसे अनेक सुविधाओं से भी वंचित है यही कारण है कि जनसंख्या का ग्रोथ सीमित है बल्कि विलुप्त होने के कगार पर है।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.