ETV Bharat / bharat

ଆଜି ବିଶ୍ୱ ଆଦିବାସୀ ଦିବସ, ଆଧୁନିକତା ଭିତରେ ପରିଚୟ ଖୋଜୁଛି ପରମ୍ପରା - ଅଗଷ୍ଟ ୯ ତାରିଖରେ ପାଳନ ହୁଏ ବିଶ୍ୱ ଆଦିବାସୀ ଦିବସ

ଆଜି ବିଶ୍ୱ ଆଦିବାସୀ ଦିବସ । ପ୍ରତିବର୍ଷ ଅଗଷ୍ଟ ୯ ତାରିଖରେ ପାଳନ ହୁଏ ବିଶ୍ୱ ଆଦିବାସୀ ଦିବସ । ଏହି ଦିନଟି ଆଦିବାସୀ ଜନସଂଖ୍ୟା, ଅଧିକାର ଓ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦିନକୁ ପାଳନ କରାଯାଏ । ଅଧିକ ପଢନ୍ତୁ...

ଆଜି ବିଶ୍ୱ ଆଦିବାସୀ ଦିବସ, ଆଧୁନିକତା ଭିତରେ ବି ବଞ୍ଚି ରହିଛି ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତି

author img

By

Published : Aug 9, 2020, 10:28 AM IST

ନୂଆଦିଲ୍ଲୀ: ଆଜି ବିଶ୍ୱ ଆଦିବାସୀ ଦିବସ । ପ୍ରତିବର୍ଷ ଅଗଷ୍ଟ ୯ ତାରିଖରେ ପାଳନ ହୁଏ ବିଶ୍ୱ ଆଦିବାସୀ ଦିବସ । ଏହି ଦିନଟି ଆଦିବାସୀ ଜନସଂଖ୍ୟା, ଅଧିକାର ଓ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ଦିନକୁ ପାଳନ କରାଯାଏ । ପ୍ରାୟତଃ ସମସ୍ତ ପ୍ରକାର ଆଦିବାସୀ ସମ୍ପ୍ରଦାୟର ପରମ୍ପରା ଧୀରେ ଧୀରେ ଲୋପ ପାଇବାରେ ଲାଗିଛି । ଆଦିବାସୀମାନେ ବ୍ୟବହାର କରୁଥିବା ଭାଷା, ପୋଷାକ, ପର୍ବପର୍ବାଣୀର ସଂରକ୍ଷଣ ପାଇଁ ଏହି ଦିନ ପାଳନ ହେଉଛି । ତଥାପି ପରିଚୟ ଖୋଜୁଛି ସମ୍ପ୍ରଦାୟ ।

ଆଧୁନିକତାର ଛାପ ଭିତରେ ବି ବଞ୍ଚି ରହିଛି ଆଦିବାସୀଙ୍କ ପରମ୍ପରା ଓ ସଂସ୍କୃତି । ଏବେ ବି ପ୍ରକୃତି କୋଳରେ ବାସ କରୁଛନ୍ତି ପ୍ରକୃତିର ସନ୍ତାନମାନେ । ଆଦିବାସୀ ସଂସ୍କୃତି, ବୈଭବ ଓ ଅସ୍ମିତା ହଜିଯାଉଥିବା ବେଳେ ସେଗୁଡ଼ିକୁ ବଜାୟ ରଖିବା ପାଇଁ ସରକାର ସମସ୍ତ ଚେଷ୍ଟା ଜାରି ରଖିଛନ୍ତି । 1982 ମସିହାରେ ଜେନେଭାରେ ସ୍ୱଦେଶୀ ଜନସଂଖ୍ୟା ଉପରେ ମିଳିତ ଜାତିସଂଘର କାର୍ଯ୍ୟ ସମୂହର ପ୍ରଥମ ବୈଠକ ଏହି ତାରିଖକୁ ସ୍ୱୀକୃତି ଦେଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.