ETV Bharat / bharat

ଫୋକସରେ ମହିଳା ଭୋଟର, ନିର୍ବାଚନ ଆୟୋଗ ନେଲେ ବଡ ନିଷ୍ପତ୍ତି - voters

ନିର୍ବାଚନ ଆୟୋଗଙ୍କ ବଡ ନିଷ୍ପତ୍ତି । ପ୍ରଥମଥର ନିର୍ବାଚନ ଆୟୋଗ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସାନିଟାରୀ ପ୍ୟାଡ୍ ଦେବାର ନିଷ୍ପତ୍ତି ନେଇଛନ୍ତି।

ପ୍ରତିକାତ୍ମକ
author img

By

Published : Apr 24, 2019, 11:15 PM IST

ମୁମ୍ବାଇ: ନିର୍ବାଚନ ଆୟୋଗଙ୍କ ବଡ ନିଷ୍ପତ୍ତି । ପ୍ରଥମଥର ନିର୍ବାଚନ ଆୟୋଗ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ସାନିଟାରୀ ପ୍ୟାଡ୍ ଦେବାର ନିଷ୍ପତ୍ତି ନେଇଛନ୍ତି । 29 ଏପ୍ରିଲରେ ମୁମ୍ବାଇରେ ‘ସଖୀ ମତଦାନ କେନ୍ଦ୍ର’କୁ ଯେଉଁ ମହିଳା ଭୋଟର ଭୋଟ ଦେବାକୁ ଆସିବେ ସେମାନଙ୍କୁ ସାନିଟାରୀ ପ୍ୟାଡ୍ ଦିଆଯିବ । ତେବେ ବୁଧବାର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ଅଧିକ ସଂଖ୍ୟାରେ ମହିଳା ଭୋଟରଙ୍କୁ ପ୍ରାତ୍ସାହନ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଏଥିସହ ସେ କହିଛନ୍ତି, ମୁମ୍ବାଇରେ କୁର୍ଲା, ଅନ୍ଧେରୀ ଏବଂ ବୋରିବଲୀ ଅଞ୍ଚଳରେ 26 ବିଧାନସଭା ପାଇଁ ସ୍ୱତନ୍ତ୍ର ‘ସଖୀ ମତଦାନ କେନ୍ଦ୍ର’ କରାଯାଇଛି । ଯେଉଁଠି କେବଳ ମହିଳା ଭୋଟର ମାନେ ହିଁ ମତଦାନ କରିବେ ।

ତେବେ ଏହି ମତଦାନ କେନ୍ଦ୍ରଗୁଡିକରେ ପ୍ରତ୍ୟେକ ମହିଳା ଭୋଟରଙ୍କୁ ସାନିଟାରୀ ପ୍ୟାଡ ଦିଆଯିବ । ଏହାଛଡା ବୁଥ୍ ଗୁଡିକରେ ସେମାନଙ୍କ ପାଇଁ ଥଣ୍ଡା ପାନୀୟ ଜଳର ଆୟୋଜନ କରାଯାଇଛି ।

Intro:Body:

dfhhd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.