ETV Bharat / bharat

ଇନ୍ଦୋରରେ ମହିଳା କନେଷ୍ଟବଳଙ୍କୁ ଦୁଷ୍କର୍ମ ଅଭିଯୋଗ

ଇନ୍ଦୋରରେ ଆପତ୍ତିଜନକ ଭିଡିଓ ଉତ୍ତୋଳନ କରି ଭଇରାଲ କରିବା ପାଇଁ ଧମକ ଦେଇ ମହିଳା କନେଷ୍ଟବଳକୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।  ଅଧିକ ପଢନ୍ତୁ...

author img

By

Published : Jan 31, 2020, 6:20 AM IST

women-police-constable-raped-several-times-by-man-constable-in-indore
ଇନ୍ଦୋରରେ ମହିଳା କନଷ୍ଟେବଲଙ୍କୁ ବାରମ୍ବାର ଦୁଷ୍କର୍ମ ଅଭିଯୋଗ

ଇନ୍ଦୋର: ମହିଳା କନେଷ୍ଟବଳଙ୍କୁ ପୁରୁଷ କନଷ୍ଟେବଳ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ । ଆପତ୍ତିଜନକ ଭିଡିଓ ଉତ୍ତୋଳନ କରି ଭାଇରାଲ କରିବା ଧମକ ଦେଇ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ମଧ୍ୟପ୍ରଦେଶର ଇନ୍ଦୋରର ଏମଜି ରୋଡ ପୋଲିସ ଥାନା ଅନ୍ତର୍ଗତ ଡିଆରପି ଲାଇନରେ ରହୁଥିବା ମହିଳା ପୋଲିସ କନେଷ୍ଟବଳ ମନିଷ ଶର୍ମା ନାମକ ପୋଲିସ କନେଷ୍ଟବଳ ବିରୋଧର ଦୁଷ୍କର୍ମ ଅଭିଯୋଗ କରିଛନ୍ତି । ଆପତ୍ତିଜନକ ଭିଡିଓ ରେକର୍ଡ କରିବା ସହ ଫଟୋ ଉତ୍ତୋଳନ କରି ଭାଇରାଲ ଧମକ ଦେଇ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଏହି ଘଟଣା ଇନ୍ଦୋରର ବାଙ୍ଗଙ୍ଗା ଥାନା ଅଞ୍ଚଳରେ ଘଟିଛି । ବର୍ତ୍ତମାନ ଉଭୟ ଥାନାର ପୋଲିସ ଅଭିଯୁକ୍ତ ମନିଷ ଶର୍ମାକୁ ଗିରଫ କରିବା ପାଇଁ ଧରପଗଡ ଜାରି ରଖିଛି ।

Intro:ପିଲାଙ୍କର ସ୍କୁଲ୍ ବ୍ୟାଗ୍ ଯାଞ୍ଚ୍ ପ୍ରସଙ୍ଗ, ନିର୍ଦ୍ଧାରିତ ଓଜନ ଠାରୁ ଅଧିକ ଆଣିଛନ୍ତି ବହିBody:ପିଲାଙ୍କର ସ୍କୁଲ୍ ବ୍ୟାଗ୍ ଯାଞ୍ଚ୍ ପ୍ରସଙ୍ଗ, ନିର୍ଦ୍ଧାରିତ ଓଜନ ଠାରୁ ଅଧିକ ଆଣିଛନ୍ତି ବହିConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.