ETV Bharat / bharat

ରବିବାର ସାବରୀମାଳା ଦର୍ଶନ, ଅନଲାଇନ ବୁକିଂ କରୁଛନ୍ତି ମହିଳା ଶ୍ରଦ୍ଧାଳୁ - online booking for sabrimala ayyappa temple

ଆସନ୍ତା ରବିବାର ଠାରୁ ଆରମ୍ଭ ହେଉଛି ସାବରୀମାଳା ମନ୍ଦିରରେ ଦର୍ଶନ କାର୍ଯ୍ୟକ୍ରମ । ଏ ମନ୍ଦିର ସହ ଜଡିତ ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ବିଚାରଧିନ ରହିଛି। ସାବରୀମାଳା ବିବାଦରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଆସିବା ପୂର୍ବରୁ, 36 ଜଣ ମହିଳା ଏହି ମନ୍ଦିର ପରିଦର୍ଶନ ପାଇଁ ବୁକିଂ କରିଛନ୍ତି ।

ସାବରୀମାଳା ଦର୍ଶନ ପାଇଁ ଅନଲାଇନ ବୁକିଂ କଲେ ମହିଳା
author img

By

Published : Nov 15, 2019, 11:23 AM IST

Updated : Nov 15, 2019, 11:56 AM IST

ନୂଆଦିଲ୍ଲୀ: ଆସନ୍ତା ରବିବାରରୁ ଆରମ୍ଭ ହେବାକୁ ଯାଉଛି ସାବରୀମାଳା ମନ୍ଦିରରେ ଦର୍ଶନ କାର୍ଯ୍ୟକ୍ରମ। ସ୍ବାମୀ ଆୟପ୍ପାଙ୍କ ଦର୍ଶନ ପାଇଁ 36 ଜଣ ମହିଳା ଅନଲାଇନ ଯୋଗେ ବୁକିଂ କରିଛନ୍ତି। ସାବରୀମାଳା ମନ୍ଦିର ସହ ଜଡିତ ବିବାଦ ଏବେ ସୁପ୍ରିମକୋର୍ଟରେ ବିଚାରଧିନ ରହିଛି । ଏ ମାମଲା ସମ୍ପର୍କିତ ରାୟ ଆସିବାକୁ ଥିବା ମନ୍ଦିରରେ ଦର୍ଶନ ପାଇଁ ମହିଳା ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆବେଦନ କରିଛନ୍ତି।

ଗୁରୁବାର ସୁପ୍ରିମକୋର୍ଟ ସାବରୀମାଳା ମାମଲାର ବିଚାର ପାଇଁ 7ଜଣିଆ ଖଣ୍ଡପୀଠକୁ ମାମଲା ହସ୍ତାନ୍ତର କରିଛନ୍ତି । ପୂର୍ବରୁ ସବୁବର୍ଗର ମହିଳାଙ୍କୁ ମନ୍ଦିରକୁ ପ୍ରବେଶ ନେଇ ରାୟ ଦେଇଥିଲେ ହାଇକୋର୍ଟ । ଗତ ବର୍ଷ ସ୍ବାମୀ ଆୟପ୍ପାଙ୍କ ଦର୍ଶନ ପାଇଁ 740 ମହିଳା ରେଜିଷ୍ଟ୍ରେସନ କରିଥିଲେ ।

Intro:Body:

BLANK FOR LINK  

Conclusion:
Last Updated : Nov 15, 2019, 11:56 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.