ETV Bharat / bharat

ଅଟକିଲା ନିଶ୍ବାସ, ଆମ୍ବୁଲାନ୍ସ ଅପେକ୍ଷାରେ ଛଟପଟ ମହିଳା : ଭିଡିଓ ଭାଇରାଲ

ତୀବ୍ର ଶ୍ବାସକ୍ରିୟା ଜନିତ ସମସ୍ୟାର ସମ୍ମୁଖୀନ ହେଉଥିବା ଜଣେ ମହିଳା ଦୀର୍ଘ ସମୟ ଧରି ଆମ୍ବୁଲାନ୍ସକୁ ଅପେକ୍ଷା କରୁଥିବା ଏକ ଭିଡିଓ ଭାଇରାଲ ହୋଇଛି । ଗତ ରବିବାର ସନ୍ଧ୍ୟାରେ କର୍ଣ୍ଣାଟକର ବେଙ୍ଗାଲୁରୁ ସହରର ହ୍ବାଇଟଫିଲ୍ଡ ନିକଟ ବିଶାଲ ମାର୍ଟ ନିକଟରେ ଏହି ଘଟଣା ଘଟିଥିଲା।

_viral video
ଆମ୍ବୁଲାନ୍ସ ଅପେକ୍ଷାରେ ତୀବ୍ର ଶ୍ବାସକ୍ରିୟା ଜନିତ ସମସ୍ୟାର ସମ୍ମୁଖୀନ ମହିଳା
author img

By

Published : Jul 6, 2020, 4:42 PM IST

ବେଙ୍ଗାଲୁରୁ: ତୀବ୍ର ଶ୍ବାସକ୍ରିୟା ଜନିତ ସମସମୟାର ସମ୍ମୁଖୀନ ହେଉଥିବା ଜଣେ ମହିଳା ଦୀର୍ଘ ସମୟ ଧରି ଆମ୍ବୁଲାନ୍ସକୁ ଅପେକ୍ଷା କରୁଥିବା ଏକ ଭିଡିଓ ଭାଇରାଲ ହୋଇଛି । ଗତ ରବିବାର ସନ୍ଧ୍ୟାରେ କର୍ଣ୍ଣାଟକର ବେଙ୍ଗାଲୁରୁ ସହରର ହ୍ବାଇଟଫିଲ୍ଡ ନିକଟ ବିଶାଲ ମାର୍ଟ ନିକଟରେ ଏହି ଘଟଣା ଘଟିଥିଲା।

ଆମ୍ବୁଲାନ୍ସ ଅପେକ୍ଷାରେ ତୀବ୍ର ଶ୍ବାସକ୍ରିୟା ଜନିତ ସମସ୍ୟାର ସମ୍ମୁଖୀନ ମହିଳା

ସୂଚନା ଅନୁଯାୟୀ, ମହିଳାଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବାରୁ ପରିବାର ଲୋକ ଆମ୍ବୁଲାନ୍ସ ଡକାଇଥିଲେ । ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ସତ୍ତ୍ବେ ଆମ୍ବୁଲାନ୍ସ ଆସିନଥିଲା । ଏହି ଦୃଶ୍ୟ ଦେଖି ସ୍ଥାନୀୟ ଲୋକମାନେ ମହିଳାଙ୍କୁ ଏକ ଅଟୋ ଯୋଗେ ଡାକ୍ତରଖାନା ପଠାଇଥିଲେ। ତେବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ପ୍ରକାଶ ଥାଉକି, ଗତ ଦୁଇ ଦିନ ତଳେ ଏହିଭଳି ଏକ ଏକ ଦୁଃଖଦ ଘଟଣା ବେଙ୍ଗାଲୁରୁରେ ଘଟିଥିଲା। ଯେଉଁଥିରେ ଜଣେ 65 ବର୍ଷୀୟ କୋଭିଡ -19 ରୋଗୀ ତାଙ୍କ ଘର ନିକଟରେ ଆମ୍ବୁଲାନ୍ସକୁ ଅପେକ୍ଷା କରି ପ୍ରାଣ ହରାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.