ETV Bharat / bharat

ଜରୁରୀ ରାଷ୍ଟ୍ରକୁ ରପ୍ତାନୀ ହେବ ହାଇଡ୍ରୋକ୍ଲୋରୋକୁଇନ - coronavirus

ଜରୁରୀ ରାଷ୍ଟ୍ରକୁ ରପ୍ତାନୀ ହେବ ହାଇଡ୍ରୋକ୍ଲୋରୋକୁଇନ । ଆମେରିକାର ଧମକର ଉତ୍ତର ରଖିଲା ଭାରତ । ଅଧିକ ପଢନ୍ତୁ...

Will Supply Drug To "Badly-Affected Nations"
ଜରୁରୀ ରାଷ୍ଟ୍ରକୁ ରପ୍ତାନୀ ହେବ ହାଇଡ୍ରୋକ୍ଲୋରୋକୁଇନ
author img

By

Published : Apr 7, 2020, 5:22 PM IST

ନୂଆଦିଲ୍ଲୀ: ଭାରତକୁ ଟ୍ରମ୍ପଙ୍କ ଧମକ ପରେ ଆବଶ୍ୟକୀୟ ଦେଶକୁ ହାଇଡ୍ରୋକ୍ଲୋକ୍ବିନ ଯୋଗାଇବାକୁ ଜବାନ ଦେଲା ଭାରତ । ପ୍ରଥମେ ଅଧିକ କୋରୋନା ପ୍ରଭାବିତ ପଡୋଶୀ ଦେଶଙ୍କୁ ଯୋଗାଯିବ ଏହି ଔଷଧ ।

ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବଙ୍କ କହିବା ଅନୁସାରେ, ଆମେ ଆବଶ୍ୟକ କରୁଥିବା ଦେଶକୁ ନିଶ୍ଚିତ ଔଷଧ ଯୋଗାଇବୁ ।ଏହା ଆମର ଲକ୍ଷ୍ୟ।ତେଣୁ ଅଯଥା ଏହାକୁ ନେଇ ରାଜନୀତି କରିବା କୌଣସି ଆବଶ୍ୟକତା ନାହିଁ।

ଭାରତ ଉପରେ ଅନେକ ଦେଶ ହାଇଡ୍ରୋକ୍ଲୋରୋକୁଇନ ଭଳି ଔଷଧ ପାଇଁ ନିର୍ଭର କରିଥାଏ । ତେଣୁ ଦେଶ ଏହି ସବୁ ଦେଶକୁ ଔଷଧ ରପ୍ତାନୀ କରିଥାଏ । ଏଭଳି ସ୍ଥିତିରେ ମଧ୍ୟ ନିଶ୍ଚୟ ସହଯୋଗ କରିବୁ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.