ETV Bharat / bharat

ଦେଶରେ ପ୍ରଥମ: ଚଳନ୍ତା ଟ୍ରେନରେ ଉପଲବ୍ଧ ହେଲା ଫ୍ରି ଓ୍ବାଇଫାଇ ସେବା

author img

By

Published : Jan 2, 2020, 2:59 PM IST

ନୂଆଦିଲ୍ଲୀସ୍ଥିତ ଏୟାରପୋର୍ଟ ଏକ୍ସପ୍ରେସ ଲାଇନରେ ଉପଲବ୍ଧି ହୋଇଛି ଫ୍ରି ଓ୍ବାଇଫାଇ ସେବା । ଏହାର ଶୁଭାରମ୍ଭ କରିଛନ୍ତି ଡିଏମଆରସିଙ୍କ ପ୍ରବନ୍ଧ ନିର୍ଦ୍ଦେଶକ ଡା.ମଙ୍ଗୁ ସିଂ । ଅଧିକ ପଢନ୍ତୁ...

Wi-Fi facility
ଚଳନ୍ତା ଟ୍ରେନରେ ଉପଲବ୍ଧ ହେଲା ଫ୍ରି ଓ୍ବାଇଫାଇ ସେବା

ନୂଆଦିଲ୍ଲୀ: ଦେଶରେ ପ୍ରଥମଥର ପାଇଁ ମେଟ୍ରୋରେ ଓ୍ବାଇଫାଇ ସୁବିଧା କରାଯାଇଛି । ଯାତ୍ରା ସମୟରେ ଏହାର ଭରପୁର ଫାଇଦା ଉଠାଇବେ ଲୋକେ । ପ୍ରଥମେ ଏହି ଓ୍ବାଇଫାଇ ବ୍ୟବସ୍ଥା ଦିଲ୍ଲୀର ଏୟାରପୋର୍ଟ ଏକ୍ସପ୍ରେସ ଲାଇନରେ ଉପଲବ୍ଧି ହୋଇଛି । ଗୁରୁବାର ଏହାର ଶୁଭାରମ୍ଭ କରିଛନ୍ତି ଡିଏମଆରସିଙ୍କ ପ୍ରବନ୍ଧ ନିର୍ଦ୍ଦେଶକ ଡା.ମଙ୍ଗୁ ସିଂ । ଆଗାମୀ ଦିନ ଗୁଡିକରେ ଏହି ସୁବିଧା ଅନ୍ୟ ମେଟ୍ରୋ ଲାଇନରେ ଉପଲବ୍ଧ ହେବ ।

ଚଳନ୍ତା ଟ୍ରେନରେ ଉପଲବ୍ଧ ହେଲା ଫ୍ରି ଓ୍ବାଇଫାଇ ସେବା

ଡିଏମଆରସିଙ୍କ ଅନୁସାରେ, ଦିଲ୍ଲୀ ମେଟ୍ରୋ ଦ୍ବାରା ବର୍ତ୍ତମାନ ଅନେକ ଷ୍ଟେସନର ପ୍ଲାଟଫର୍ମରେ ଫ୍ରି ଓ୍ବାଇଫାଇ ଯାତ୍ରୀଙ୍କୁ ଯୋଗାଇ ଦିଆଯାଉଛି । କିନ୍ତୁ ପ୍ରଥମଥର ପାଇଁ ଚଳନ୍ତା ମେଟ୍ରୋରେ ଫ୍ରି ଓ୍ବାଇଫାଇର ମଜା ଉଠାଇବେ । ବିଦେଶରେ ଏହି ସୁବିଧା ସମସ୍ତ ମେଟ୍ରୋରେ ପୂର୍ବରୁ ଥିବାବେଳେ ଏହାକୁ ଏବେ ଦିଲ୍ଲୀରେ ପ୍ରଥମକରି ଆରମ୍ଭ କରାଯାଇଛି । ସର୍ବପ୍ରଥମେ ଏହି ସୁବିଧା ଏୟାରପୋର୍ଟ ଏକ୍ସପ୍ରେସ ଲାଇନରେ ଆରମ୍ଭ କରାଯାଇଛି । ଏହାପରେ ଧିରେଧିରେ ଅନ୍ୟ ମେଟ୍ରୋ ଟ୍ରେନରେ ଏହି ସୁବିଧା ଉପଲବ୍ଧ କରାଯିବ ।

ତେବେ ଶୁଭାରମ୍ଭ ଅବସରରେ ଏହାକୁ କିଭଳି ଭାବେ ଯାତ୍ରୀମାନେ ବ୍ୟବହାର କରିପାରିବେ ସେନେଇ ଦର୍ଶାଯାଇଥିଲା ।

Intro:नई दिल्ली
दिल्ली मेट्रो के यात्रियों को जल्द ही सफर के दौरान भी वाई-फाई की सुविधा मिलेगी. गुरुवार से एयरपोर्ट एक्सप्रेस लाइन पर डीएमआरसी इसकी शुरुआत करने जा रही है. देश में यह पहली ऐसी मेट्रो लाइन होगी जिसमें सफर के दौरान वाई-फाई की सुविधा यात्रियों को मिलेगी. आने वाले समय में अन्य मेट्रो लाइन के अंदर भी यह सुविधा यात्रियों को दी जाएगी.

Body:डीएमआरसी के अनुसार दिल्ली मेट्रो द्वारा अभी कई स्टेशनों के प्लेटफार्म पर फ्री वाईफाई लोगों को दिया जा रहा है, लेकिन यह पहली बार है जब चलती हुई मेट्रो के अंदर भी यात्री वाईफाई का इस्तेमाल कर सकेंगे. विदेशों में मेट्रो के अंदर यह सुविधा होती है और इसी तर्ज पर दिल्ली में भी इसकी शुरुआत की जा रही है. सबसे पहले एयरपोर्ट एक्सप्रेस लाइन पर यह सुविधा दी जा रही है और उसके बाद धीरे-धीरे अन्य मेट्रो ट्रेन में भी वाई फाई की सुविधा दी जाएगी.

Conclusion:प्रबंध निदेशक करेंगे शुरुआत
गुरुवार को डीएमआरसी के प्रबंध निदेशक डॉ मंगू सिंह इस वाईफाई सेवा की शुरुआत नई दिल्ली मेट्रो स्टेशन से करेंगे. इस मौके पर यह दिखाया जाएगा कि किस तरीके से एयरपोर्ट एक्सप्रेस लाइन पर इस वाईफाई सेवा का इस्तेमाल यात्री कर सकेंगे. इसके लिए यात्रियों को भी सभी महत्वपूर्ण जानकारी दी जाएंगी.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.