ETV Bharat / bharat

ହ୍ବାଟ୍ସଆପ ଗ୍ରୁପ ଭିଡିଓ କଲରେ ବଢିପାରେ ମେମ୍ବର ସଂଖ୍ୟା

author img

By

Published : Apr 18, 2020, 1:09 AM IST

ଲକଡାଉନରେ ପରିବାରଠାରୁ ଦୂରରେ ରହୁଥିବା କିମ୍ବା ସାଙ୍ଗ ସାଥିଙ୍କୁ ମନେ ପକାଉଥିବା ବ୍ୟକ୍ତିଙ୍କ ପାଇଁ ଖୁସିର ଖବର । ଖୁବଶୀଘ୍ର ବଢିବାକୁ ଯାଉଛି ହ୍ବାଟ୍ସଆପ ଗ୍ରୁପ ଭିଡିଓ କଲରେ ମେମ୍ବର ସଂଖ୍ୟା । ଅଧିକ ପଢ଼ନ୍ତୁ...

whatsapp, whatsapp group video call, whatsapp latest news, new feature to whatsapp, ହ୍ବାଟ୍ସଆପ, ହ୍ବାଟ୍ସଆପ ଗ୍ରୁପ ଭିଡିଓ କଲ, ହ୍ବାଟ୍ସଆପ ଲାଟେଷ୍ଟ ନ୍ୟୁଜ୍‌, ହ୍ବାଟ୍ସଆପରେ ନୂଆ ଫିଚର
ହ୍ବାଟ୍ସଆପ ଗ୍ରୁପ ଭିଡିଓ କଲରେ ବଢିପାରେ ମେମ୍ବର ସଂଖ୍ୟା

ହାଇଦ୍ରାବାଦ: ଲକଡାଉନରେ ପରିବାରଠାରୁ ଦୂରରେ ରହୁଥିବା କିମ୍ବା ସାଙ୍ଗ ସାଥିଙ୍କୁ ମନେ ପକାଉଥିବା ବ୍ୟକ୍ତିଙ୍କ ପାଇଁ ଖୁସିର ଖବର । ଖୁବଶୀଘ୍ର ବଢିବାକୁ ଯାଉଛି ହ୍ବାଟ୍ସଆପ ଗ୍ରୁପ ଭିଡିଓ କଲରେ ମେମ୍ବର ସଂଖ୍ୟା । ପୂର୍ବରୁ ଏହା 4 କିମ୍ବା 4ରୁ କମ ଥିବା ବେଳେ ଏବେ ଏହି ସଂଖ୍ୟାକୁ ନିଷ୍ପତ୍ତି ନେଇଛି ଏହି ଇନଷ୍ଟାଣ୍ଟ ମେସେଜିଂ ଆପ୍‌।

ଚଳିତ ମାସ ଆରମ୍ଭରେ ୟୁଜର୍ସଙ୍କ ପାଇଁ ହ୍ବାଟ୍ସଆପ୍‌ରେ ଗ୍ରୁପ ଭିଡିଓ କଲର ଫିଚର ରୋଲ ଆଉଟ ହୋଇଥିବା ବେଳେ ଏବେ ଏଥିରେ ଯୋଡି ହେବାକୁ ଯାଉଛି ଆଉ ଏକ ନୂଆ ଫିଚର । ଆଗାମୀ କିଛି ଦିନ ମଧ୍ୟରେ ଏହି ନୂଆ ଫିଚର ଆଡ ହେଲେ ଲକଡାଉନ ସମୟରେ ୟୁଜର୍ସ ଏହାର ଲାଭ ଉଠାଇବେ ବୋଲି କମ୍ପାନୀ ଆଶା କରିଛି । ଏଥିସହ ଦୂରରେ ଥାଇ ବି ଲୋକେ ପାଖରେ ଥିବାର ଅନୁଭବ ସାଉଁଟି ପାରିବା ବୋଲି କହିଛି କମ୍ପାନୀ ।

ୱେବବେଟାଇନଫୋ ଏନେଇ ଟ୍ବିଟରେ ସୂଚନା ଦେଇ ସ୍ପଷ୍ଟ କରିଛି କି ଖୁବଶୀଘ୍ର ଏହି ନୂଆ ଫିଚର ହ୍ବାଟ୍ସଆପ ୟୁଜର୍ସଙ୍କ ପାଇଁ ରୋଲଆଉଟ ହେବ । କୋରୋନା ଲକଡଉନ ସମୟରେ ହ୍ବାଟ୍ସଆପ ଦ୍ବାରା ନିଆଯାଇଥିବା ଏହା ସବୁଠାରୁ ଭଲ ନିଷ୍ପତ୍ତି ବୋଲି ଟ୍ବିଟରେ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.