ETV Bharat / bharat

କୋରୋନା ଫେକ ନ୍ୟୁଜ୍‌ ରୋକିବ ହ୍ବାଟ୍ସଆପ୍‌ର ହିନ୍ଦୀ ଚାଟ୍‌ବଟ - ହ୍ବାଟ୍ସଆପ୍‌ ଚାଟବଟ

କୋରୋନା ସଂକ୍ରମଣ ନେଇ ନିଆଁ ବେଗରେ ବ୍ୟାପିବାରେ ଲାଗିଛି ଫେକ ନ୍ୟୁଜ୍‌ । ଏନେଇ ଟେକ୍ନୋଲୋଜି ଜାଏଣ୍ଟମାନେ ନାନା ପ୍ରକାରର ଉପାୟ କଲେ ସୁଦ୍ଧା ଥମିବାର ନାମ ନେଉନାହିଁ ଫେକ ନ୍ୟୁଜ୍‌ର ବ୍ୟାପ୍ତି ।

corona fake news, whatsapp chatbot, whatsapp hindi chatbot, କୋରୋନା ଫେକ ନ୍ୟୁଜ୍‌, ହ୍ବାଟ୍ସଆପ୍‌ ଚାଟବଟ, ହ୍ବାଟ୍ସଆପ୍‌ ହିନ୍ଦୀ ଚାଟବଟ
କୋରୋନା ଫେକ ନ୍ୟୁଜ୍‌ ରୋକିବ ହ୍ବାଟ୍ସଆପ୍‌ର ହିନ୍ଦୀ ଚାଟ୍‌ବଟ
author img

By

Published : Jun 12, 2020, 7:18 AM IST

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ନେଇ ନିଆଁ ବେଗରେ ବ୍ୟାପିବାରେ ଲାଗିଛି ଫେକ ନ୍ୟୁଜ୍‌ । ଏନେଇ ଟେକ୍ନୋଲୋଜି ଜାଏଣ୍ଟମାନେ ନାନା ପ୍ରକାରର ଉପାୟ କଲେ ସୁଦ୍ଧା ଥମିବାର ନାମ ନେଉନାହିଁ ଫେକ ନ୍ୟୁଜ୍‌ର ବ୍ୟାପ୍ତି । ତେବେ ଏହି ପରିପ୍ରେକ୍ଷୀରେ ହ୍ବାଟ୍ସଆପ୍‌ ନେଇଛି ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ।

ସୋସିଆଲ ମିଡିଆରେ ଶେୟାର ହେଉଥିବା ଫେକ ନ୍ୟୁଜ୍‌କୁ ରୋକିବା ପାଇଁ ଲଞ୍ଚ ହୋଇଛି ନୂଆ ହିନ୍ଦୀ ଭର୍ସନରେ ଚାଟବଟ । ଏହାର ବ୍ୟବହାର କରି କୋରୋନା ସମ୍ବନ୍ଧୀୟ ଯେକୌଣସି ତଥ୍ୟ କେତେ ଠିକ୍‌ କେତେ ଭୁଲ ତାହା ୟୁଜର୍ସମାନେ ଚେକ କରିପାରିବେ । ହିନ୍ଦୀ ୟୁଜର୍ସମାନଙ୍କ ଏହି ହିନ୍ଦୀ ଭର୍ସନ ଚାଟବଟ ସାହାଯ୍ୟ କରିବା ବୋଲି କମ୍ପାନୀ ଆଶାବାଦୀ ରହିଛି ।

ଏହା ନା ଯେ କେବଳ ୟୁଜର୍ସଙ୍କୁ ଠିକ୍‌ ତଥ୍ୟ ଯୋଗାଇବ ବରଂ ଏହା ଲୋକାଲ ଫ୍ୟାକ୍ଟ ଚେକରଙ୍କୁ ମଧ୍ୟ ସାହାଯ୍ୟ କରିବ । ଭାରତରେ ହ୍ବାଟ୍ସଆପ୍‌ର 400 ମିଲିୟନ ୟୁଜର୍ସ ରହିଛନ୍ତି । ଯେଉଁଥିରୁ 44 ପ୍ରତିଶତ ଲୋକେ ହିନ୍ଦୀ ୟୁଜର୍ସ ରହିଛନ୍ତି । ଏହି ୟୁଜର୍ସଙ୍କୁ ଟାର୍ଗେଟ କରି କମ୍ପାନୀ ଏହି ନୂଆ ଫିଚର ଲଞ୍ଚ କରିଥିବା ପ୍ରକାଶ କରିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.