ETV Bharat / bharat

ଆଜି ମୋଦିଙ୍କୁ ଭେଟିବେ ମମତା - mamata banarjee

ସାଉଥ ବ୍ଲକ ସ୍ଥିତ ପିଏମ ଅଫିସରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଜ୍ୟ ବିିଭିନ୍ନ ସମସ୍ୟା ବିଷୟ ଉଠାଇବେ ମମତା ।

ଫାଇଲ ଫଟୋ
author img

By

Published : Sep 18, 2019, 8:55 AM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ସଂଧ୍ୟା 4ଟା 30ରେ ଦିଲ୍ଲୀ ସାଉଥ ବ୍ଲକ ସ୍ଥିତ ପିଏମ ଅଫିସରେ ମୋଦି-ମମତାଙ୍କ ଭେଟଘାଟ ହେବା ନେଇ ଜଣା ପଡିଛି ।

ପ୍ରଧାନମନ୍ତ୍ରୀ ଓ ମମତାଙ୍କ ମଧ୍ୟରେ ହେବାକୁ ଥିବା ଏହି ଔପଚାରିକ ସାକ୍ଷାତକାର ସମୟରେ ମମତା ରାଜ୍ୟରେ ଥିବା ଅନେକ ସମସ୍ୟା ବିଷୟ ଉଠାଇବେ ବୋଲି ଜଣାପଡିଛି । ବିଶେଷତଃ ମମତା ରାଜ୍ୟକୁ ମିଳିବାକୁ ଥିବା ଆର୍ଥିକ ସହାୟତାର ବିଷୟ ଉଠାଇ ପାରନ୍ତି । ରାଜ୍ୟର ନାମରେ ପରିବର୍ତ୍ତନ, ସାର୍ବଜନୀନ କ୍ଷେତ୍ରରେ ବ୍ୟାଙ୍କ ଗୁଡିକର ବିଲୟ ଭଳି ବିଷୟ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ରଖିବା ନେଇ ମମତା ଦିଲ୍ଲୀ ଗସ୍ତ ପୂର୍ବରୁ ମଙ୍ଗଳବାର କହିଥିଲେ ।

ନିର୍ବାଚନ ସମୟରୁ ହିଁ ମୋଦି ଓ ମମତାଙ୍କ ମଧ୍ୟରେ ସମ୍ପର୍କ ଏତେଟା ଭଲ ନଥିବା ବେଳେ ଗତ ଦୁଇ ବର୍ଷରୁ ଦୁହିଁଙ୍କ ମଧ୍ୟରେ କୌଣସି ସାକ୍ଷାତକାର ହୋଇନାହିଁ । ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ଜନ୍ମ ଦିନରେ ମମତା ଶୁଭେଚ୍ଛା ଜଣାଇଥିଲେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.