ETV Bharat / bharat

ଓଡିଆ ଭାଷାରେ ବି ଉପଲବ୍ଧ ହେବ ‘ୱେବସାଇଟ’

ଏବେ ଶୀଘ୍ର ଓଡିଆ ଭାଷାରେ ଦେଖିବାକୁ ମିଳିବ ‘ୱେବସାଇଟ’ । କେବଳ ଓଡିଆ ନୁହେଁ ବଙ୍ଗାଳୀ, ଦେବନଗରୀ, ଗୁଜୁରାତୀ, ଗୁରୁମୁଖୀ, କନ୍ନଡ, ମାଲାୟଲମ, ତାମିଲ ଓ ତେଲୁଗୁ ଭାଷାରେ ମଧ୍ୟ ରହିବ ସ୍ବତନ୍ତ୍ର ୱେବସାଇଟ ।

author img

By

Published : Apr 2, 2019, 8:48 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଖୁବଶୀଘ୍ର ଓଡିଆ ଭାଷାରେ ଦେଖିବାକୁ ମିଳିବ ‘ୱେବସାଇଟ’ । କେବଳ ଓଡିଆ ନୁହେଁ ବଙ୍ଗାଳୀ, ଦେବନଗରୀ, ଗୁଜୁରାତୀ, ଗୁରୁମୁଖୀ, କନ୍ନଡ, ମାଲାୟଲମ, ତାମିଲ ଓ ତେଲୁଗୁ ଭାଷାରେ ମଧ୍ୟ ରହିବ ସ୍ବତନ୍ତ୍ର ୱେବସାଇଟ । ଭାରତରେ ଏହି ସବୁ ଆଞ୍ଚଳିକ ଭାଷାରେ ୱେବସାଇଟ ସର୍ଭର ଜୁନ ସୁଦ୍ଧା ପ୍ରସ୍ତୁତ କରିବାକୁ ଚାଲିଛି ଜୋରଦାର ପ୍ରୟାସ ।

ଏଣିକି ଆପଣ ନିଜ ନିଜ ଭାଷାର ୱେବସାଇଟକୁ 9ଟି ଭାରତୀୟ ଲିପିରେ ରେଜିଷ୍ଟ୍ରି କରିପାରିବେ। ତେବେ ବର୍ତ୍ତମାନ ସମୟରେ ଇଂରାଜୀବ୍ୟତୀତ ଆରବୀ, ମେଡରିନ, ରୁସୀ, ଦେବନଗରୀ ଆଦି ଭାଷାରେ ୱେବସାଇଟ ନାଁକୁ ବୁକ୍ କରାଯାଇପାରିବ । ସର୍ବର ପ୍ରସ୍ତୁତ ହେଲା ପରେ ଭାରତୀୟ ଲିପିଗୁଡିକୁ ଇଣ୍ଟରନେଟ କର୍ପୋରେସନ ଫର ଆସାଇନ୍ଡ ନେମ୍ସ ନମ୍ବର୍ସ (ICNN) ରୁଟସର୍ଭରରେ ଫିଟ କରାଯିବ।

ୟୁନିଭର୍ସାଲ ଏକ୍ସପଣ୍ଟେସ ଷ୍ଟିରିଙ୍ଗ ଗ୍ରୁପ (UASG)ର ଚେୟାରମ୍ୟାନ ଅଜୟ ଡେଟା କହିଛନ୍ତି ଯେ, ଭାରତରେ ବ୍ୟବହୃତ ହେଉଥିବା ବିଭିନ୍ନ ଭାଷା ପାଇଁ ଲେବଲ ଜେନରେସନ ନିୟମ (LGR) ର ତିନିମାସ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କରାଯିବ ।

Intro:Body:

2875814
ନାରୀ ସଶକ୍ତ ହେଲେ ଅନ୍ୟମାନଙ୍କୁ ସଶକ୍ତ କରିପାରିବ
କୌଶଲ୍ୟା ଯଦି ସାଂସଦ ଭାବେ ନିର୍ବାଚିତ ହୁଅନ୍ତି ତେବେ ସେ ଶିକ୍ଷା ଏବଂ ନାରୀ ସଶକ୍ତିକରଣ ଦିଗରେ କାର୍ଯ୍ୟ କରିବେ। ଅଧିକରୁ ଅଧିକ ଆଦିବାସୀ ବାଳିକାଙ୍କୁ ଉଚିତ ଶିକ୍ଷା ଓ ସ୍ୱାସ୍ଥ୍ୟର ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଆପ୍ରାଣ ଉଦ୍ୟମ କରିବେ ବୋଲି କୌଶଲ୍ୟା ଦୃଢୋକ୍ତି ପ୍ରକାଶ କରିଛନ୍ତି।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.