ETV Bharat / bharat

କୋରୋନା ହେଲମେଟ ପିନ୍ଧି ସଚେତନ କଲେ ସମାଜସେବୀ - ଲକଡାଉନ

ଲକଡାଉନ ସମ୍ପର୍କରେ ଲୋକଙ୍କୁ ଅବଗତ କରାଉଛନ୍ତି ଉତ୍ତରପ୍ରଦେଶ ମୋରାଡାବାଦରେ ଜଣେ ସାମାଜିକ କର୍ମୀ ବିଶେସ ପାଲ । ଅଧିକ ପଢନ୍ତୁ...

Vishesh Pal
କୋରୋନା ହେଲମେଟ
author img

By

Published : Apr 4, 2020, 4:16 PM IST

ଲକ୍ଷ୍ନୌ: ସମଗ୍ର ବିଶ୍ବରେ କାୟା ବିସ୍ତାର କରିଛି କୋରୋନା ଭାଇରସ । ଯଦ୍ବାରା ଅଦ୍ୟାବଧି ବିଶ୍ବରେ 1 ଲକ୍ଷ 18 ହଜାର 921 ଜଣ ଆକ୍ରାନ୍ତ ହୋଇଥିବାବେଳେ ସେଥିମଧ୍ୟରୁ 58 ହଜାର 937 ଜଣ ମୃତ୍ୟୁ ବରଣ କରିସାରିଛନ୍ତି । ସେହିପରି ଭାରତକୁ ମଧ୍ୟ କବଜା କରିଛି କୋରୋନା । ଦେଶରେ ସବୁଠୁ ଅଧିକ ଆକ୍ରାନ୍ତର ଶିକାର ହୋଇଥିବା ରାଜ୍ୟ ହେଉଛି ମହାରାଷ୍ଟ୍ର । ସେହପରି ଉତ୍ତରପ୍ରଦେଶ ମଧ୍ୟ ଏଥିରୁ ବାଦ ପଡିନାହିଁ ।

ଯାହାକୁ ରୋକିବା ନେଇ ସରକାର ସମଗ୍ର ଦେଶରେ ଲକଡାଉନ ଜାରି ରଖିଛନ୍ତି । ହେଲେ ଏହାକୁ କିଛି ଲୋକ ମାନିବାକୁ ନାରାଜ । ଯାହାଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଏହି ପ୍ରରିପେକ୍ଷିରେ ରାସ୍ତାକୁ ଓହ୍ଲାଇ ଲୋକଙ୍କୁ ଲକଡାଉନ ସମ୍ପର୍କରେ ବୁଝାଉଛନ୍ତି ଉତ୍ତରପ୍ରଦେଶ ମୋରାଡାବାଦରେ ଜଣେ ସାମାଜିକ କର୍ମୀ ବିଶେସ ପାଲ ।

ସେ ଏକ କୋରୋନା ଭାଇରସ ଥିମ୍ ହେଲମେଟ ପିନ୍ଧିଛନ୍ତି । ଏହି କୋଭିଡ-19ର ପ୍ରସାରକୁ ରୋକିବା ପାଇଁ ଲଗାଯାଇଥିବା ଲକଡାଉନ ସମୟରେ ଘରେ ରହିବାକୁ ଲୋକଙ୍କୁ ନିବେଦନ କରୁଛନ୍ତି । ସେ କହୁଛନ୍ତି ଯେ, ସମସ୍ତଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ମୁଁ ଘରେ ରହିବାକୁ ଲୋକଙ୍କୁ ନିବେଦନ କରୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.