ETV Bharat / bharat

‘ଜମ୍ମୁ-କାଶ୍ମୀର ପାଇଁ ଦରକାର ପଡିଲେ ଜୀବନ ଦେବୁ’

author img

By

Published : Aug 6, 2019, 1:31 PM IST

ଜମ୍ମୁ-କାଶ୍ମୀର ପାଇଁ ଦରକାର ପଡିଲେ ଜୀବନ ଦେବୁ ବୋଲି ଲୋକସଭାରେ କହିଛନ୍ତି ଗୃହମନ୍ତ୍ରୀ ଅମିତ୍‌ ଶାହ ।

ଫଟୋ ସୌଜନ୍ୟ: ଲୋକସଭା ଟିଭି

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପାଇଁ ଦରକାର ପଡିଲେ ଜୀବନ ଦେବୁ ବୋଲି ଲୋକସଭାରେ କହିଛନ୍ତି ଗୃହମନ୍ତ୍ରୀ ଅମିତ୍‌ ଶାହ । ଲୋକସଭାରେ ଧାରା 370କୁ ଉଚ୍ଛେଦ ଓ ଜମ୍ମୁ-କାଶ୍ମୀର ପୁନର୍ଗଠନ ବିଲ୍‌ ଆଲୋଚନା ବେଳେ ଏଭଳି କହିଛନ୍ତି ଗୃହମନ୍ତ୍ରୀ ।

ଭିଡିଓ ସୌଜନ୍ୟ: ଲୋକସଭା ଟିଭି

ଆଲୋଚନା ସମୟରେ ବିରୋଧୀ କାହିଁକି ଉତ୍ତେଜିତ ହେଉଛନ୍ତି ବୋଲି କହିବାରୁ ସେ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ଏ ପ୍ରସଙ୍ଗରେ କେବଳ ଉତ୍ତେଜିତ ନୁହେଁ ଦରକାର ପଡିଲେ ଜୀବନ ଦେବୁ ବୋଲି ସେ ଏହି ଅବସରରେ କହିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.