ETV Bharat / bharat

ପାଣି ପିଇବାକୁ ସ୍କୁଲରେ ବାଜିବ 'ୱାଟର ବେଲ'

author img

By

Published : Nov 15, 2019, 10:23 AM IST

ଖେଳ ଛୁଟି ଭଳି ପାଣି ପିଇବା ପାଇଁ ବାଜିବ ଘଣ୍ଟି । ଅତ୍ୟଧିକ ତାପମାତ୍ରାରେ ପିଲାଙ୍କ ଶରୀରରେ ଜଳାଭାବ ଦୂର କରିବାକୁ ସ୍କୁଲରେ 'ୱାଟର ବେଲ'ର ଆରମ୍ଭ ହୋଇଛି।

ପାଣି ପିଇବାକୁ ସ୍କୁଲରେ ବାଜିବ 'ୱାଟର ବେଲ'

ଥିରୁଅନନ୍ତପୁରମ: ଖେଳ ଛୁଟି ଭଳି ପାଣି ପାଇଁ ବାଜିବ ଆଉ ଏକ ଘଣ୍ଟି। ଆଉ ଏଥିପାଇଁ 3 ଥର ବାଜିବ ଘଣ୍ଟି। ଜଳାଭାବ ଦୂର କରିବା ସହ ପାଣି ପିଇବା ଅଭ୍ୟାସରେ କରାଯିବ ପରିବର୍ତ୍ତନ। ଅତ୍ୟଧିକ ତାପମାତ୍ରା ହେଉ ଅବା ସୁସ୍ଥ ଶରୀର ଗଠନରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରିବ। ଏଭଳି ଏକ ଚିନ୍ତାଧାରା ନେଇ କେରଳର ଏକ ଛୋଟିଆ ପଞ୍ଚାୟତର ବିଭିନ୍ନ ସ୍କୁଲରେ ଆରମ୍ଭ ହୋଇଯାଇଛି 'ୱାଟର ବେଲ'।

ଭିଡିଓ ସୌଜନ୍ୟ:ଇଟିଭି ଭାରତ, ବ୍ୟୁରୋ

ଏକ ସୁସ୍ଥ ସମାଜର ଗଠନ ପାଇଁ ଆବଶ୍ୟକୀୟ ଜଳପାନର ଯଥେଷ୍ଟ ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ଜାରି ହୋଇଛି। ସ୍କୁଲରେ ପାଠ ପଢିବା ସମୟରୁ ପାଣି ପିଇବା ଅଭ୍ୟାସରେ ପରିବର୍ତ୍ତନ ଅଣାଯାଇ ପାରିଲେ ଆଗାମୀ ଦିନରେ ଏକ ସୁସ୍ଥ ସମାଜ ଗଠନ କରାଯାଇ ପାରିବ। ଏହାକୁ ଦୃଷ୍ଟିରେ ରଖି କେରଳର ଚେରୁଭଥରୁ ପଞ୍ଚାୟତର ଏହା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି।

Intro:Body:

Kasargod: All schools from Kasargod began to gong, pausing for an interval to drink water. To prevent dehydration in the extreme temperature aswellas to improve drinking water habits in children, the Cheruvathoor authorities have imparted 'Water Bell' Scheme in schools. As the 'Water Bell' rings thrice in a working day, the students then no longer to carry with drouth mouth. 

The students hardly drinks even if they have been sent with bottle water from home. In order to foster a healthy tomorrow, the idea of Water bell began from the young generation. The project would also uplift the value of drinking water at regular interval, thereby make the students to remember in taking water enough to their health. 

The Water Bell scheme has coveredup in every schools in the Cheruvathoor Panchayat, whereas in Valiyaparambu village panchayat, the primary health center steer the project.

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.