ETV Bharat / bharat

ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

author img

By

Published : Jun 19, 2020, 7:02 AM IST

ଦେଶ-ଦୁନିଆ, କ୍ରୀଡା, ମନୋରଞ୍ଜନ ଏବଂ ରାଜନୀତିରେ କଣ ହେଉଛି ଖାସ, କେଉଁଠି ଅଛି କାର୍ଯ୍ୟକ୍ରମ ଗୋଟିଏ କ୍ଲିକରେ ETV Bharat ଦେବ ପ୍ରମୁଖ ଖବର...

news-today
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...
ଆଜିର ବଡ ଖବର, ଯାହା ଉପରେ ଆପଣଙ୍କ ନଜର...

1. ଆଜି ଭାରତ ଚୀନ ମୁହାଁମୁହିଁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ।

2. ରଥଯାତ୍ରା ବନ୍ଦ ପ୍ରତିବାଦରେ ଆଜି ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୁରୀ ବନ୍ଦ ଡାକରା ।

3. ଆଜି ରାଜ୍ୟସଭାର 18 ସିଟ ପାଇଁ ବିଭିନ୍ନ ରାଜ୍ୟରେ ନିର୍ବାଚନ ହେବ ।

4. ଜନ୍ମ ମାଟିରେ ପହଞ୍ଚିଲା ଦୁଇ ଓଡିଆ ଶହୀଦ ଯବାନଙ୍କ ମରଶରୀର, ଆଜି ଅନ୍ତିମ ସଂସ୍କାର ।

5. ଆଜି ରଥଯାତ୍ରା ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ପାରନ୍ତି ଶ୍ରୀ ମନ୍ଦିର ପରିଚାଳନା କମିଟି !

6.ଆଜି କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କର ବିଭିନ୍ନ ରାଜ୍ୟ ସ୍ବାସ୍ଥ୍ୟ ସଚିବ ମାନଙ୍କ ସହିତ କୋଭିଡ19 ସ୍ଥିତି ନେଇ ଆଲୋଚନା ।

7. ଆଜି ମହାପ୍ରଭୁଙ୍କୁ ଅଣସର ଘରେ 'ଘଣା ଲାଗି' ନୀତି ଲାଗି ।

8.ଆଜି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ 50 ତମ ଜନ୍ମ ଦିବସ । ମହାମାରୀ କୋରୋନା ଓ ଲଦାଖରେ ସେନାର ବର୍ବରତାକୁ ନେଇ ପାଳିବେନି ଜନ୍ମଦିନ !

9. ରାଜ୍ୟରେ ମୌସୁମୀ ସକ୍ରିୟ । ଆଜିଠୁ ବଢିବ ବର୍ଷା ଏବଂ ରାଜ୍ୟରେ 26 ଯାଏ ପ୍ରବଳ ବର୍ଷା ସମ୍ଭାବନା ।

10.ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଘଟଣା । ଆଜି ଜେରା ହୋଇପାରନ୍ତି ବନ୍ଧୁ ମହେଶ ସେଟ୍ଟି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.