ETV Bharat / bharat

ଫେରିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ !

ପୁଲୱାମା ଆକ୍ରମଣ ପରେ ଭାରତର ହିରୋ ପାଲଟିଥିବା ଭାରତୀୟ ବାୟୁ ସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହି ଭିଡିଓରେ ସେ ନିଜ ସାଥୀମାନଙ୍କ ସହ ମଜାମସ୍ତି କରୁଥିବାର ନଜର ଆସିଛନ୍ତି ।

author img

By

Published : May 4, 2019, 11:29 PM IST

ଫଟୋ ସୌଜନ୍ଯ: ଏଏନଆଇ @ ଟ୍ବିଟର

ନୂଆଦିଲ୍ଲୀ: ଦମଦାର ଅନ୍ଦାଜ ସହ ଫେରିଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ । ପୁଲୱାମା ଆକ୍ରମଣ ପରେ ଭାରତର ହିରୋ ପାଲଟିଥିବା ଭାରତୀୟ ବାୟୁ ସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହି ଭିଡିଓରେ ସେ ନିଜ ସାଥୀମାନଙ୍କ ସହ ମଜାମସ୍ତି କରୁଥିବାର ନଜର ଆସିଛନ୍ତି ।

ଭିଡିଓ ସୌଜନ୍ଯ: ଏଏନଆଇ @ ଟ୍ବିଟର

ତେବେ ଭିଡିଓଟି ଜମ୍ମୁ-କାଶ୍ମୀରର ବୋଲି ଜାଣିବାକୁ ମିଳିଛି । କିନ୍ତୁ ଭିଡିଓଟି କେବେ ପ୍ରସ୍ତୁତ କରାଯାଇଛି ଏବଂ ଏହାର ବାସ୍ତବିକତାର ସତ୍ୟତା ଜଣାପଡିନାହିଁ । ଏକ ମିନିଟ 59 ସେକେଣ୍ଡର ଏହି ଭିଡିଓରେ ଅଭିନନ୍ଦନଙ୍କ ସହ ଥିବା ତାଙ୍କ ସାଥୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ସମସ୍ତେ ୟୁନିଫର୍ମ ଧାରଣ କରିଛନ୍ତି ଏହି ଭିଡିଓରେ । ୱିଙ୍ଗ କମାଣ୍ଡରଙ୍କ ସହ ଉପସ୍ଥିତ ଭାରତୀୟ ସେନା 'ଭାରତ ମାତା କି ଜୟ' ଏବଂ 'ଏୟାର ଫୋର୍ସ'ର ନାରା ଦେଉଥିବା ଦେଖିବାକୁ ମିଳିଛି ।

ଭାଇରାଲ ଭିଡିଓରେ ଅଭିନନ୍ଦନ ନିଜ ସାଥୀଙ୍କ ସହ ଫଟୋ ଏବଂ ଭିଡିଓ ବନାଉଛନ୍ତି ଏବଂ କହୁଛନ୍ତି ଏସବୁ ଫଟୋ ତୁମ ମାନଙ୍କ ପାଇଁ ନୁହେଁ, ତୁମ ପରିବାର ପାଇଁ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.