ETV Bharat / bharat

ୟୁପିଏସସି ପରୀକ୍ଷାରେ ସଫଳତାର ଯାତ୍ରା, ଶୁଣନ୍ତୁ କୃତି ପରୀକ୍ଷାର୍ଥୀଙ୍କ ମୁହଁରୁ

author img

By

Published : Aug 14, 2020, 2:06 PM IST

Updated : Aug 14, 2020, 6:18 PM IST

ପ୍ରଶାସନିକ କ୍ଷେତ୍ରରେ ଦେଶର ସବୁଠାରୁ ବଡ ପରୀକ୍ଷା କୁହାଯାଉଥିବା ସିଭିଲ ସର୍ଭିସ ପରୀକ୍ଷାରେ ସଫଳତାର ରହସ୍ୟ ଜାଣିବାକୁ ଚାହୁଁଛନ୍ତି କି ? ଦେଶର ସର୍ବୋଚ୍ଚ ପ୍ରଶାସନିକ ଅଧିକାରୀ ଭାବେ ଦେଶର ସେବା କରିବା ପାଇଁ ଆପଣଙ୍କର ବି ଇଚ୍ଛା ରହିଛି କି ? ଏ ସମସ୍ତ ପ୍ରଶ୍ନର ଉତ୍ତର ପାଇବା ପାଇଁ ଇଟିଭି ଭାରତର ସ୍ବତନ୍ତ୍ର ୱେବିନାରରେ ସାମିଲ ହୁଅନ୍ତୁ । ଶୁକ୍ରବାର ଅପରାହ୍ନ 12ଟାରେ ଏହାର ପ୍ରଥମ ପର୍ଯ୍ୟାୟ ଆୟୋଜିତ ହୋଇଥିବା ବେଳେ ଅପରାହ୍ନ 2ଟାରେ ଆୟୋଜିତ ହୋଇଛି ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା । ଦ୍ବିତୀୟ ପର୍ଯ୍ୟାୟରେ ଯୋଡି ହେବେ ଆଇପିଏସ ଅଫିସର ରିମା ରାଜେଶ୍ବରୀ, 3ୟ ରାଙ୍କରେ ଉନ୍ନୀତ ପ୍ରତିଭା ବର୍ମା, 10ମ ସ୍ଥାନରେ ଉତ୍ତୀର୍ଣ୍ଣ ସଞ୍ଜୀତା ମହାପାତ୍ର ଓ 36ତମ ରାଙ୍କ ହୋଲ୍ଡର ସିମି କରନ । ତେବେ ସଫଳତାର ଏହି ଯାତ୍ରାରେ କିପରି ଥିଲା ସେମାନଙ୍କ ଅନୁଭୂତି, ଶୁଣନ୍ତୁ...

UPSC exam, upsc toppers experience, etv bharat webinar, webinar, webinar on upsc, ୟୁପିଏସସି ପରୀକ୍ଷା, ୟୁପିଏସସି ପରୀକ୍ଷାର୍ଥୀଙ୍କ ଅନୁଭୂତି, ଇଟିଭି ଭାରତ ୱେବିନାର, ୱେବିନାର, ୟୁପିଏସସି ୱେବିନାର
ୟୁପିଏସସି ପରୀକ୍ଷାରେ ସଫଳତାର ଯାତ୍ରା, ଶୁଣନ୍ତୁ କୃତି ପରୀକ୍ଷାର୍ଥୀଙ୍କ ମୁହଁରୁ

ETV Bharat

ୟୁପିଏସସି ପରୀକ୍ଷାରେ ସଫଳତାର ଯାତ୍ରା, ଶୁଣନ୍ତୁ କୃତି ପରୀକ୍ଷାର୍ଥୀଙ୍କ ମୁହଁରୁ

ETV Bharat

ୟୁପିଏସସି ପରୀକ୍ଷାରେ ସଫଳତାର ଯାତ୍ରା, ଶୁଣନ୍ତୁ କୃତି ପରୀକ୍ଷାର୍ଥୀଙ୍କ ମୁହଁରୁ
Last Updated : Aug 14, 2020, 6:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.