ETV Bharat / bharat

ବିକେ ଜୋହରୀ ହେଲେ ବିଏସଏଫର ନୂଆ ଡିଜି - ବିକେ ଜୋହରୀ

RAW ଅଫିସର ବିକେ ଜୋହରୀ ହେଲେ ବିଏସଏଫର ନୂଆ ଡିଜି । ଜୋହରୀ 31 ଅଗଷ୍ଟରେ ରଜନୀ କାନ୍ତି ମିଶ୍ରଙ୍କ ସ୍ଥାନରେ ପଦଭାର ସମ୍ଭାଳିବେ ।

ଫାଇଲ ଫଟୋ
author img

By

Published : Jul 29, 2019, 2:29 AM IST

ନୂଆଦିଲ୍ଲୀ: ଆଇପିଏସ ଅଧିକାରୀ ବିକେ ଜୋହରୀଙ୍କୁ ସୀମା ସୁରକ୍ଷା ବହିନୀ ( ବିଏସଏଫ)ର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । କ୍ୟାବିନେଟର ନିଯୁ୍କ୍ତି ସମିତି ଏହି ଆଦେଶ ଜାରି କରିଛି ।

ନିଯୁକ୍ତି ସମିତିର ଅଧ୍ୟକ୍ଷତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୁଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହ ଏହାର ସଦସ୍ୟ ଅଛନ୍ତି ।

ଜୋହରୀ ମଧ୍ୟ ପ୍ରଦେଶ କ୍ୟାଡରର 1984 ବ୍ୟାଚ ଆଇପିଏସ ଅଧିକାରୀ ଅଟନ୍ତି । କ୍ୟାବିନେଟ ସଚିବାଳୟ ଅନ୍ତର୍ଗତ RAWର ବିଶେଷ ସଚିବ ଭାବେ ଜୋହରୀ କାର୍ଯ୍ୟରତ ଥିଲେ । ଜୋହରୀ 31 ଅଗଷ୍ଟରେ ରଜନୀ କାନ୍ତି ମିଶ୍ରଙ୍କ ସ୍ଥାନରେ ପଦଭାର ସମ୍ଭାଳିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.