ETV Bharat / bharat

ଜେଏନୟୁ ଛାତ୍ର ଆନ୍ଦୋଳନ: ଭାଙ୍ଗିଲା ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି - ଜେଏନୟୁ ଛାତ୍ର ଆନ୍ଦୋଳନ

ଜେଏନୟୁ ଛାତ୍ର ଆନ୍ଦୋଳନରେ ଭାଙ୍ଗିଲା ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି । ତେବେ ଏହାକୁ ଗ୍ରହଣ କରିନାହିଁ ଏନଏସୟୁଆଇ । କୌଣସି ଛାତ୍ର ଏପରି କରିଥିବା ବିଶ୍ବାସ ହେଉନାହିଁ ବୋଲି କହିଛନ୍ତି ଛାତ୍ର ନେତା । ଆଗକୁ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Nov 14, 2019, 4:56 PM IST

ନୂଆଦିଲ୍ଲୀ: ଥମିବାର ନାଁ ନେଉନି ଦିଲ୍ଲୀ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟର ଛାତ୍ର ଆନ୍ଦୋଳନ । ଗଣ୍ଡଗୋଳ ସମୟରେ କ୍ୟାମ୍ପସରେ ଥିବା ସ୍ବାମୀ ବିବେକାନନ୍ଦଙ୍କ ମୂର୍ତ୍ତି ଭାଙ୍ଗିଥିବା ଜଣାପଡିଛି । ହେଲେ ଏହି ମୂର୍ତ୍ତି କିଏ ଭାଙ୍ଗିଛି ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । କିନ୍ତୁ ମୂର୍ତ୍ତି ନିକଟରେ ବିଜେପି ପାଇଁ କିଛି ଅପଶବ୍ଦ ଲେଖାଯାଇଛି । ବର୍ତ୍ତମାନ ସୁଦ୍ଧା ମୂର୍ତ୍ତିର ଅନବରଣ କରାଯାଇନଥିଲା ।

ହେଲେ ଜେଏନୟୁର କୌଣସି ଛାତ୍ର ଏପରି କାମ କରିନଥିବା କହିଛନ୍ତି ଛାତ୍ର ନେତା ଶନି ଧିମନ। ମୂର୍ତ୍ତି ଭଙ୍ଗାଯାଇନାହିଁ, କେବଳ ମୂର୍ତ୍ତିର ଚାରିପଟେ ଅପଶବ୍ଦ ଲେଖାଯାଇଥିଲା। ବର୍ତ୍ତମାନ ଆମେ ସେସବୁ ସଫା କରିସାରିଛୁ ।

ଏହାସହ ଛାତ୍ରାବାସର ନିୟମାବଳୀ ଏବଂ ଡ୍ରେସ କୋଡ, ଯିବାଆସିବା କରିବା ସମୟ ସହ ଜଡିତ ଉପବନ୍ଧ ମଧ୍ୟ ହଟାଇ ଦିଆଯାଇବା କହିଛନ୍ତି ଜେଏନୟୁ ପ୍ରଶାସନ। ବୁଧବାର ସଂଧ୍ୟାରୁ ଫି'ରେ ଆଶିଂକ କମ ମଧ୍ୟ କରାଯାଇଛି ।

ଫି'କୁ ନେଇ ଜେଏନୟୁରେ ଏବେ ବି ଚାଲିଛି ଆନ୍ଦୋଳନ । ବିଶ୍ବବିଦ୍ୟାଳୟ ବାହାରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ କିଛି ଦିନ ତଳେ ତୀବ୍ର ରୂପ ନେଇଥିଲା। ବିକ୍ଷୋଭ ବେଳେ ଛାତ୍ର ଏବଂ ପୁଲିସ ମୁହାଁମୁହିଁ ମଧ୍ୟ ହୋଇଛନ୍ତି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପାଣି ମାଡ ଓ ଲାଠିଚାର୍ଜ ମଧ୍ୟ କରିଥିବା ଜଣାପଡିଛି ।

Intro:Body:

national issue

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.