ETV Bharat / bharat

ଏପ୍ରିଲ ଶେଷ ପର୍ଯ୍ୟନ୍ତ ଭିସା ଓ ଇ-ଭିସା ଅବଧି ବୃଦ୍ଧି

ଏପ୍ରିଲ ଶେଷ ପର୍ଯ୍ୟନ୍ତ ଭିସା ଓ ଇ-ଭିସା ଅବଧି ବୃଦ୍ଧି । ଦେଶରେ ଲକ ଡାଉନ ବୃଦ୍ଧି ଯୋଗୁଁ ଭିସା ଅବଧି ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ...

visa and e-visa time extended
ପ୍ରତିକାତ୍ମକ ଫଟୋ
author img

By

Published : Apr 14, 2020, 7:38 AM IST

ନୂଆଦିଲ୍ଲୀ: କୋଭିଡ-19 କାରଣରୁ ଭାରତରେ ଫସି ରହିଥିବା ବିଦେଶୀ ନାଗରିକଙ୍କ ନିୟମିତ ଭିସା ଏବଂ ଇ-ଭିସା ମାଗଣାରେ ବୃଦ୍ଧି କରିଛନ୍ତି ସରକାର । ଏନେଇ ଗୃହ ମନ୍ତ୍ରଣାଳୟ ସୂଚନା ଦେଇଛି। ଏହି ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଘୋଷଣା କରାଯାଇଥିବା 21 ଦିନିଆ ଲକ ଡାଉନ ଯୋଗୁଁ ବିଦେଶୀ ନାଗରିକମାନେ ଦେଶରେ ଫସି ରହିଛନ୍ତି।

ଅନେକ ଅଞ୍ଚଳରେ କୋଭିଡ-19 ର ବିସ୍ତାର ଯୋଗୁଁ ଭାରତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଲାଗୁ ହୋଇଥିବା ଯାତ୍ରା ପ୍ରତିବନ୍ଧକ ବର୍ତ୍ତମାନ ବୃଦ୍ଧି ହୋଇଛି । ଯାହାର ଭିସା ଅବଧି ଶେଷ ହୋଇଛି ତାଙ୍କର ପୁଣି ବୃଦ୍ଧି କରାଯିବ । ଏପରି ବିଦେଶୀ ନାଗରିକ ଅନଲାଇନରେ ଏନେଇ ଆବେଦନ କରିବା ପରେ ଏପ୍ରିଲ୍ 30 (ମଧ୍ୟରାତ୍ରି) ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି କୁହାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.