ETV Bharat / bharat

CAA ଉପରେ ପ୍ରତିକ୍ରିୟା ରଖିଲେ ବିରାଟ କୋହଲି - CAAକୁ ନେଇ ଏମିତି କହିଲେ ବିରାଟ କୋହଲି

ଶନିବାର ମ୍ୟାଚ ପୂର୍ବରୁ ଆୟୋଜିତ ପ୍ରେସ କନଫରେନ୍ସରେ ନାଗରିକ ସଂଶୋଧନ ଆଇନ (ସିଏଏ)ଉପରେ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି।

virat-kohli-on-caa
CAAକୁ ନେଇ ଏମିତି କହିଲେ ବିରାଟ କୋହଲି
author img

By

Published : Jan 4, 2020, 7:53 PM IST

ଗୌହାଟୀ: ଆସନ୍ତାକାଲିଠୁ ଭାରତ-ଶ୍ରୀଲଙ୍କା ମଧ୍ୟରେ ହେବା ଘରୋଇ ଟି-20 ସିରିଜ। ସ୍ଥାନୀୟ ବର୍ଷାପାର କ୍ରିକେଟ ଷ୍ଟାଡିୟମରେ ଖେଳାଯିବା ପ୍ରଥମ ଟି-20 ମ୍ୟାଚ। ଶନିବାର ମ୍ୟାଚ ପୂର୍ବରୁ ଆୟୋଜିତ ପ୍ରେସ କନଫରେନ୍ସରେ ନାଗରିକ ସଂଶୋଧନ ଆଇନ (ସିଏଏ) ଉପରେ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି।

ବିରାଟ କହିଛନ୍ତି, ‘ସିଏଏ ଉପରେ ମୋ ପାଖରେ କୌଣସି ସବିଶେଷ ତଥ୍ୟ ନାହିଁ। ଏଭଳି ସମ୍ବେଦନଶୀଳ ଘଟଣା ଉପରେ ମୁଁ ବିନା ତଥ୍ୟରେ ମୁଁ କୌଣସି ଟିପ୍ପଣୀ ଦେବାକୁ ଚାହୁନାହିଁ। ’

CAAକୁ ନେଇ ଏମିତି କହିଲେ ବିରାଟ କୋହଲି

ଦେଶରେ ବିଭିନ୍ନ ଭାଗରେ ଏବେ ସିଏଏ ବିରୋଧି ପ୍ରଦର୍ଶନ ଜାରିରହିଛି। ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଆସାମରେ ମଧ୍ୟ ଏହାକୁ ନେଇ ତୀବ୍ର ବିରୋଧ ପ୍ରଦର୍ଶନ କରାଯାଇଥିଲା। ବିକ୍ଷୋଭ ଜାରି ରହିବା ସତ୍ତ୍ବେ ଆସନ୍ତାକାଲି ଆସାମରେ ମ୍ୟାଚ ଖେଳାଯିବାର ରହିଛି ।

Intro:Body:

गुवाहटी: विराट कोहली ने सीएए के मुद्दे के बारे में बोलते हुए कहा है कि मुझे इसके बारे में पूरी तरह से जानकारी नहीं हैं.  उन्होंने ये भी कहा कि इस तरह के संवेदनशील मुद्दे पर बिना पूरी तरह जानकारी लिए कोई टिप्पणी नहीं करेंगे.

विराट ने पहले टी20 की पूर्व संध्या पर कहा, "इस मामले पर (सीएए) मैं किसी भी तरह गैर-जिम्मेदार होकर कुछ नहीं कहना चाहता, जिसे लेकर अलग-अलग विचार हैं. मुझे पूरी जानकारी लेने की जरूरत है, इसके क्या मायने हैं, यह जानना जरूरी है. इसके बाद जिम्मेदारी से अपने विचार रखूंगा."

उन्होंने कहा, 'जब आप कुछ कहते हैं, तो फिर दूसरा कोई कुछ और कहता है. इसलिए, मैं मैं किसी भी तरह ऐसे मुद्दे में फंसना नहीं चाहूंगा जिसके बारे में मुझे पूरी जानकारी नहीं है.'

पिछले महीने सीएए को लेकर असम में हुए विरोध प्रदर्शनों को देखते हुए गुवाहाटी में खेले जाने वाले इस मैच पर भी संकट के बादल मंडरा रहे थे, लेकिन आयोजकों ने इस मैच के आयोजन को लेकर किसी भी तरह की दिक्कत संबंधी खबरों को खारिज किया है.  

कोहली ने भी इस शहर में सुरक्षा इंतजामों को लेकर खुश नजर आए और उन्होंने कहा कि गुवाहाटी पूरी तरह सुरक्षित है. उन्होंने ये भी कहा, 'शहर पूरी तरह सुरक्षित है. हमने सड़कों पर किसी तरह की समस्या नहीं देखी.'

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.