ETV Bharat / bharat

ନିର୍ବାଚନ ଯାଏଁ ଉଠିବନି ରାମ ମନ୍ଦିର ପ୍ରସଙ୍ଗ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଭିଏଚପିର ବଡ ନିଷ୍ପତ୍ତି । ଆସନ୍ତା ନିର୍ବାଚନ ଯାଏଁ ଉଠିବନି ରାମ ମନ୍ଦିର ନିର୍ମାଣ ଦାବି ପ୍ରସଙ୍ଗ । ମନ୍ଦିର ନିର୍ମାଣକୁ ନେଇ ଧର୍ମସଭା ପାଇଁ ଚେତାବନୀ ଦେଇ ଆସୁଥିଲା ଭିଏଚପି (ବିଶ୍ବ ହିନ୍ଦୁ ପରିଷଦ) । ସଙ୍ଘର ଏପରି ଦାବି ଯୋଗୁଁ ମୋଦି ସରକାରଙ୍କ ସମସ୍ୟା ବଢିବା ନେଇ ଅନୁମାନ କରାଯାଉଥିଲା । କିନ୍ତୁ ଏହାର ବିପରୀତ ନିର୍ଣ୍ଣୟ ନେଇଛି ଭିଏଚପି ।

author img

By

Published : Feb 6, 2019, 11:53 AM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ଆଗାମୀ 4 ମାସ ପର୍ଯ୍ୟନ୍ତ ଆନ୍ଦୋଳନ ବନ୍ଦ କରିବା ନେଇ ସ୍ପଷ୍ଟ କରିଛି ଭିଏଚପି । ନିର୍ବାଚନ ସମୟରେ ଏହି ପ୍ରସଙ୍ଗ ଆଣିବା ଅର୍ଥ ଏହା ରାଜନୈତିକ ପ୍ରସଙ୍ଗ ପାଲଟିବ । ଏଣୁ ଏହି ସମୟରେ ରାମ ମନ୍ଦିର ପ୍ରସଙ୍ଗକୁ ନେଇ ଚୁପ ରହିବାକକୁ ମନେ କରିଛି ଭିଏଚପି । ତେବେ ଦଳର ଏହ ନିଷ୍ପତ୍ତି ଶାସକ ଦଳକୁ ନିଶ୍ଚିତ ରୁପେ ସୁହାଇବ ବୋଲି ଅନୁମାନ କରାଯାଉଛି ।

ତେବେ ବିବାଦିତ ରାମ ଜନ୍ମଭୁମିର 67 ଏକର ଫେରାଇବା ନେଇ ମୋଦି ସରକାର ସୁପ୍ରିମକୋର୍ଟରେ ନିବେଦନ କରିବା ପରେ ଭିଏଚପିର ନିଷ୍ପତ୍ତି ଚକିତ କରି ଦେଇଛି । ପୂର୍ବରୁ ରାମ ମନ୍ଦିର ନିର୍ମାଣ ଦାବିରେ ଦେଶବ୍ୟାପୀ ଅନେକ ଧର୍ମସଭା ଓ ଧର୍ମ ସଂସଦ ଆୟୋଜନ କରିଥିଲା ଭିଏଚପି ।

Intro:Body:

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.