ETV Bharat / bharat

ଉତ୍ତରପ୍ରଦେଶର ଶିଶୁକନ୍ୟା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

author img

By

Published : Oct 11, 2019, 2:33 PM IST

ଉତ୍ତରପ୍ରଦେଶ କାନପୁରରେ ଜଣେ 3 ବର୍ଷର ଶିଶୁକନ୍ୟା ସହ ଦୁଷ୍କର୍ମ ହୋଇଛି। ତେବେ 23 ଦିନର ଶୁଣାଣି ପରେ ଏ ମାମଲାରେ ଜଡିତ ଥିବା ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ଲକ୍ଷେ ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରତିକାତ୍ମକ ଫଟୋ

ଲକ୍ଷ୍ନୌ: ଉତ୍ତରପ୍ରଦେଶ କାନପୁରରେ 3 ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ । 23 ଦିନର ଶୁଣାଣି ପରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ କରିଯିବା ପରେ ତାକୁ ଆଜୀବନ କାରାଦଣ୍ଡ ସହ ଲକ୍ଷେ ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ମିଳିଛି।

ଘଟଣାର 75 ଦିନ ଭିତରେ ଶୁଣାଣୀ ଶେଷ ହେବା ସହ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଗତ ଜୁଲାଇ 27ରେ ସେ ଜଣେ ଶିଶୁକନ୍ୟା ସହ ଦୁଷ୍କର୍ମ କରିଥିଲା। ପରେ କାନପୁର ପୋଲିସ ଏହି ମାମଲାରେ ସେପ୍ଟେମ୍ବର 17ରେ ଚାର୍ଜସିଟ ଦାଖଲ କରିଥିଲା ।

ସୂଚନା ଅନୁସାରେ, ବିଠୁ ଅଞ୍ଚଳର 3 ବର୍ଷର ଶିଶୁକନ୍ୟାଟି ନିଜର ଜେଜେ ମାଆଙ୍କ ସହ ବିଲକୁ ଯାଇଥିଲା । ଏହି ସମୟରେ ରାଧାଶ୍ୟାମ ନାମକ ଜଣେ ବ୍ୟକ୍ତି ଶିଶୁକୁ ବିଲ ନିକଟରେ ଥିବା ଏକ କୁଡିଆ ଘରକୁ ନେଇ ଦୁଷ୍କର୍ମ କରିଥିଲା।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.